"ସୁନାପିଲା- ଟିକେ ସ୍କୃ ଢିଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୮ କ ଧାଡ଼ି:
'''ସୁନାପିଲା- ଟିକେ ସ୍କୃ ଢିଲା''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଗୋଟିଏ ଓଡ଼ିଆ କଥଚିତ୍ର । ଏହି ଚଳଚ୍ଚିତ୍ରଟି ନାୟକ ବାବୁଶାନ ମହାନ୍ତିଙ୍କର ପ୍ରଯୋଜନାରେ ନିର୍ମିତ ହୋଇଥିଲା । ବାବୁଶାନଙ୍କ ପ୍ରଯୋଜନାରେ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ବେଳେ ନିର୍ମଳ ନାୟକ ଗୀତ ରଚନା କରିଥିଲେ । ଚଳଚ୍ଚିତ୍ରଗୁଡ଼ିକର ସଂଳାପ ଲେଖିଥିଲେ [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] [[ପଟ୍ଟାମୁଣ୍ଡାଇ]]ର ସାରିକା । ସେ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ସଂଳାପ ଲେଖିବା ଆରମ୍ଭ କରିଥିଲେ ।<ref name="SPTSD"/>
 
ବାବୁଶାନ ନିଜେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ‌ପୁ ପମ ପମ, ପିଣ୍ଟୁ ନନ୍ଦ ଏବଂ ପ୍ରଜ୍ଞା ତାଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚାରି ବନ୍ଧୁଙ୍କ କାହାଣୀକୁ ନେଇ ନିର୍ମିତ ହୋଇଥିଲା ।<ref>{{cite news|title=ସୁନାପିଲା ଗ୍ୟାଙ୍ଗ୍|url=http://samajaepaper.in/pagezoomsinwindows.php?img=undefined&id=1040&boxid=epaperimages/26022017/26022017-md-sn-8/2522017211813391&cid=4&mod=1&pagenum=1.jpg|accessdate=28 February 2017|newspaper=[[ସମାଜ]]|date=26 February 2017}}</ref> ଏହି ଚଳଚ୍ଚିତ୍ରରେ ନାୟକ ସବୁକିଛି ଭୁଲିଯାଇ କେବଳ ତା' ସାଙ୍ଗମାନଙ୍କ ସ‌ହ ସମୟ ବିତାଇବାକୁ ଭଲ ପାଉଥାଏ ।<ref name="SPTSD-E"/>
 
==ଅଭିନୟ==