"କଥାଦେଲି ମଥା ଛୁଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୪ କ ଧାଡ଼ି:
 
କଥାଦେଲି ମଥାଛୁଇଁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
* [[ଅଭିଶେକ ରଥ]]- କ୍ରିଶ୍
* [[ରିୟା ଦେ]]- ଲେଖା
* ଅମନ- ଜିତ୍
* [[ପପୁ ପମ ପମ]]- ଷଣ୍ଢ
* [[ମିହିର ଦାସ]]
* [[ପିଣ୍ଟୁ ନନ୍ଦ]]
* [[ବିଜୟ ମହାନ୍ତି]]- ପ୍ରତାପ ବାବୁ
* [[ସଲିଲ ମିତ୍ର]]
* ଚାନ୍ଦିନୀ- ଟୁଇଁ
୪୬ କ ଧାଡ଼ି:
==କାହାଣୀ==
ପିତୃମାତୃହୀନ ଏକ ପିଲାକୁ ଛୋଟ ବେଳୁ ବଡ଼ କରି ତା'ର ଭଲ ଭବିଷ୍ୟତଟିଏ ଗଠନ କରିବାକୁ ଆଶା ରଖିଥିଲେ ତା'ର ଜେଜେ । ଏହିପରି ମୂଳ କାହାଣୀରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।<ref>{{cite news|title=Riya is Very Happy with in her character in Katha Deli Matha Chhuin|url=http://enewsodia.com/riya-is-very-happy-with-her-character-in-katha-deli-matha-chhuin/|accessdate=28 February 2017|newspaper=E News ଓଡ଼ିଆ|date=25 November 2016}}</ref>
 
ଜିତ୍‌ର ପ୍ରେମରେ ପଡ଼େ ଲେଖା । ହେଲେ ପରିବାର ଏହି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ସେଥିପାଇଁ ଉଭୟ ଘର ଛାଡ଼ି ସ‌ହରକୁ ପଳେଇ ଆସନ୍ତି । ସେମାନଙ୍କ ସ‌ହ ଦେଖାହୁଏ ଜଣେ କୋଟିପତି ପ୍ରତାପବାବୁଙ୍କ ସ‌ହ, ଯିଏ ସେମାନଙ୍କ ଆଶ୍ରୟ ଦିଅନ୍ତି । ବଞ୍ଚିରହିବା ପାଇଁ ସଂଘର୍ଷ ଜାରି ରଖେ ଅମନ । ଯେମିତି ହେଲେ ବି ଅର୍ଥ ଉପାର୍ଜନ କରି ନିଜେ ବଞ୍ଚି ରହିବା ସ‌ହ ଲେଖାକୁ ମଧ୍ୟ ଭଲରେ ରଖିପାରିବ । ହେଲେ ତାକୁ କୌଣସି ମତେ ମିଳିପାରେନି ସଫଳତା ।
 
ପ୍ରତାପ ବାବୁଙ୍କର ନାତି ହେଉଛି କ୍ରିଶ୍ । ଯିଏକି ଜିତ୍‌କୁ ଟଙ୍କା ଦେଇ ଏକ ବ୍ୟବସାୟ ଆରମ୍ଭ କରିବାର ପ୍ରସ୍ତାବ ଦିଏ । ମାତ୍ର ସର୍ତ୍ତ ରହେ କି ଲେଖା ସବୁଦିନ ପାଇଁ କ୍ରିଶ୍‌ର ହୋଇଯିବ । କ୍ରିଶ୍ ଅର୍ଥ ବଦଳରେ ଭଲ ପାଇବା ପାଏ ଏବଂ ଜିତ୍ ଭଲ ପାଇବା ବଦଳରେ ପାଏ ଅର୍ଥ । ଏହିସବୁର ପରିଣତି ଦେଖାଯାଇଛି ଅନ୍ତିମ ପର୍ଯ୍ୟାୟରେ ।<ref>{{cite news|title=ଭଲ ପାଇବାରେ ଦ୍ୱନ୍ଦ|url=http://epaper.prameyanews.com/79016-43755776-1-article.html|accessdate=1 March 2017|newspaper=[[ପ୍ରମେୟ]]|date=22 January 2017}}</ref>
 
==ଗୀତ ଏବଂ ସଙ୍ଗୀତ==