"ମଙ୍ଗଳା ଗୌରି ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ମଙ୍ଗଳା ଗୌରି ମନ୍ଦିରtଭାରତୀୟ ରାଜ୍ୟ [[ବିହାର ]]ର ଗୟା ଠାରେ ଅବସ୍ଥିତ ଏକ ମନ୍ଦିର । ପଦ୍ମା ପୁରାଣ , ବାୟୁ ପୁରାଣ ଓ ଅଗ୍ନି ପୁରାଣ ଆଦି ରେଆଦିରେ ଏହି ମନ୍ଦିର ବିଷୟ ରେବିଷୟରେ ଉଲ୍ଲେଖ ରହିଛି । ଏହି ମନ୍ଦିର ଭାରତ ରେଭାରତରେ ଥିବା 18 ଟି ଶକ୍ତି ପିଠ ମଧ୍ୟ ରୁ ଅନ୍ୟତମ ।ବର୍ତମାନ ର।ବର୍ତମାନର ମନ୍ଦିର 15 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ମାଁ ଶକ୍ୟ ଦେବୀ ଙ୍କଦେବୀଙ୍କ ଆରାଧନା ପାଇଁ ମନ୍ଦିର ସ୍ଥାପିତ ହେଇଥିଲା । ଗୟା ତୀର୍ଥ ସ୍ଥଳୀ ରେସ୍ଥଳୀରେ ଏହା ଏକ ବିଶିଷ୍ଟ ବୈଷ୍ଣବ ଧର୍ମ ସ୍ଥଳୀ ଭାବରେ ମଙ୍ଗଳଗୌରୀ ଙ୍କମଙ୍ଗଳଗୌରୀଙ୍କ ଆରାଧନା ପିଠା ହିସାବ ରେହିସାବରେ ବିଖ୍ୟାତ । ବିଶ୍ଵାସ କରାଯାଏ ଯେ ଏଠାରେ ଦର୍ଶନାଦର୍ଶନ କାଲେକଲେ ମନୋସ୍କାମନା ପୂରଣ ହୁଏ ।<ref>[http://www.durga-puja.org/mangalagauri-temple.html www.durga-puja.org/mangalagauri-temple.html]</ref> 
 
ମଙ୍ଗଳଗୌରୀ ପାହାଡ ଉପରେ ପୂର୍ବ ଦିଗ କୁ ମୁଖ କରି ମନ୍ଦିର ନିର୍ମିତ ହେଇଥିଲା । ମନ୍ଦିର ନିକଟ କୁନିକଟକୁ ଯିବା ପାଇଁ ପ୍ରସ୍ତର ସୋପାନ ଓ ଗାଡି ଯିବା ରାସ୍ତା ମଧ୍ୟ ରହିଛି । ଏହି ମନ୍ଦିର ରେମନ୍ଦିରରେ ପ୍ରାଚୀନ ପ୍ରସ୍ତର ଖୋଦେଇ କଳା ମଧ୍ୟ ଦେଖିବାକୁ ମିଳେ । ଏଠାରେ ଏକ ପ୍ରାର୍ଥନା ଗୃହ ରହିଛି । 
 
ମୁଖ୍ୟ ମନ୍ଦିର ସନ୍ନିକଟ ରେସନ୍ନିକଟରେ ଭଗବାନ ଶିବ, ମାଁ କାଲୀ , ଭଗବାନ ହନୁମାନ  ଙ୍କ ପାଇଁ ଅଲଗା ମନ୍ଦିର ରହିଛି ।<ref>[http://www.durga-puja.org/mangalagauri-temple.html www.durga-puja.org/mangalagauri-temple.html]</ref> 
 
== ଆଧାର ସମୂହ ==