"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୪ କ ଧାଡ଼ି:
 
==ଜୟପୁର ସ୍ତମ୍ଭ==
 
[[file:Rashtrapati bhawan jaipur pillar2.jpg|right|thumb|100px|ଭବନ ସାମ୍ନାରେ [[ଜୟପୁର ସ୍ତମ୍ଭ]] ଠିଆ ହୋଇଛି, ଯାହାର ଶିଖରରେ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ୱାରା ଭାରତ ସରକାରଙ୍କୁ ଶୁଭକାମନା ସ୍ୱରୂପ ପଠା ଯାଇଥିବା କମଳ ଉପରେ ତାରା ଲଗାହୋଇଛି । ]]
 
ଭବନର ଠିକ ସାମ୍ନାରେ ଏକ ମାର୍ଗ ନାରଙ୍ଗୀ ବଦରପୁର ବଜରି ରେ ଘୋଡ଼ି ହୋଇଥିବା ସିଧା ଲୁହାର ମୁଖ୍ୟ ଦ୍ୱାର ରୂପୀ ଫାଟକ ପର୍ଯ୍ୟନ୍ତ ଯାଇ, ଯାହା କି ସେ ଫାଟକରୁ ହୋଇ, ଦୁଇ ସଚିବାଳୟ ରୁ ହୋଇ ଲାଲ କାନ୍ଥର ମଧ୍ୟରୁ ତଳକୁ ଆସିଥାଏ ଏବଂ ''ବିଜୟ ଚୌକ'' ରୁ ହୋଇ, ରାଜପଥ କୁହାଯାଇଥାଏ । ଏହି ମାର୍ଗ [[ଇଣ୍ଡିଆ ଗେଟ]] ପର୍ଯ୍ୟନ୍ତ ଯାଇଥାଏ । ଏହି ଭବନର ଦୂରର ଠିକ ମଝିରେ , ଏକ ପଥରର ଗୋଲାପୀ ଏବଂ ଲାଲ ରଙ୍ଗର ସ୍ତମ୍ଭ ଠିଆ ହୋଇଛି , ଯାହା ବହୁ ଉଞ୍ଚା ଅଟେ ଏବଂ ସେଥିରେ ଜୟପୁରର ତତ୍କାଳୀନ ମହାରାଜାଙ୍କ ଦ୍ୱାରା ପଠାଯାଇଥିବା ଏକ ଚାନ୍ଦିର ଶୁଭକମାନା ପ୍ରତୀକ ଏହି ସ୍ତମ୍ଭର ଉପରେ ଲାଗିଛି । ଏହି କାରଣରୁ ଏହାକୁ ଜୟପୁରୀ ସ୍ତମ୍ଭ କୁହାଯାଏ । ଏହି ସ୍ତମ୍ଭର ଉତ୍ତର ଏବଂ ଦକ୍ଷିଣ ପଟେ, ତଳକୁ ପାହାଞ୍ଚ ରେ ଓହ୍ଲେଇ ଫୁଇ ରାସ୍ତା ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ଯାଇଥାଏ ।
 
== ମୋଗଲ ଉଦ୍ୟାନ==
 
[[file:View of the Mughal Garden of Rashtrapati Bhavan in March 1962.jpg ‎|right|200px|thumb|ମୋଗଲ ଉଦ୍ୟାନର ଏକ ଦୃଶ୍ୟ, ୧୯୬୨ ମସିହା ]]
 
 
== ଚିତ୍ର ଦେଖନ୍ତୁ==
 
<gallery perrow=5>
file:Rashtrapati bhawan near.jpg| ନିକଟର ଦୃଶ୍ୟ
file:RashtrapatiBhawandome.JPG |ବିଶାଳ ଗୁମ୍ବଦ
file:Rashtrapati Bhawan ghantiyan.JPG ‎|ଛତାରେ ପ୍ରସ୍ତୁତ ଘଣ୍ଟି
file:Rashtrapati Bhawan Chhatri.JPG |ଭବନ ଉପରେ ପ୍ରସ୍ତୁତ ଛତା
file:Rashtrapati bhawan main gate.jpg|ମୁଖ୍ୟ ଦ୍ୱାର ପ୍ରତୀତ
file:Rashtrapati bhawan jaipur pillar2.jpg
 
</gallery>
 
==ଆଧାର==