"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୯ କ ଧାଡ଼ି:
==ଗୁମ୍ବଦ ==
 
{{[[File:Rashtrapati Bhawan illuminated 2010 ashish17.JPG|100thumb|Rashtrapati Bhavan<br>illuminated for [[Indian Republic Day]]ମୁଖ୍ୟ ଗୁମ୍ବଦ|ଗଣତନ୍ତ୍ର ଦିବସରେ ପ୍ରକାଶିତ ଗୁମ୍ବଦ}} ]]
 
ମଧ୍ୟବତୀ ''ଗୁମ୍ବଦ'' ଭାରତୀୟ ଏବଂ ବ୍ରିଟିଶ ଶୈଳୀର ମିଶ୍ରଣ ଅଟେ । କେନ୍ଦ୍ରରେ ଏକ ଉଞ୍ଚା ତାମ୍ର ଗୁମ୍ବଦ ରହିଛି , ଯାହା ସମଗ୍ର ଇମାରତରେ ଅଲଗା ଦେଖାଯାଏ ଏବଂ ଏକ ଉଞ୍ଚା ଢୋଲାକାର କିମ୍ବା ବେଲଣା କାର ଢାଞ୍ଚ ଉପରେ ସ୍ଥିତ ରହିଛି । ଭବନର ଚାରି କୋଣ ମଧ୍ୟର କର୍ଣ୍ଣ ରେଖା ମଧ୍ୟରେ ଏହି ଗୁମ୍ବଦ ସ୍ଥିତ ରହିଛି । ଏହା ପୁରା ଭବନର ଦୁଇଗୁଣା ଉଞ୍ଚା ଗୁମ୍ବଦ ଅଟେ । ୧୯୧୩ ମସିହାରେ ଭବନ ର ଯୋଜନାରେ ଯାହା ଏହାର ଉଞ୍ଚା ଥିଲା , ତାହା ''ଲର୍ଡ ହାଡିଙ୍ଗ''ଙ୍କ ଦ୍ଵାରା ବଢ଼ା ଯାଇଥିଲା । ଏହି ଗୁମ୍ବଦରେ ପରମ୍ପରା ଗତ ଏବଂ ଭାରତୀୟ ଶୈଳୀର ମିଶ୍ରଣ ରହିଛି । ଲୁଟ୍ୟନ୍ସଙ୍କ ଅନୁସାରେ , ଏହି ରୂପ [[ରୋମ]]ର ପାନ୍ଥିରୁ ବାହାରିଛି , କିନ୍ତୁ ଏହା ମଧ୍ୟ ସମ୍ଭବ ଯେ କି, ତାହାର (ସାଞ୍ଚି ସ୍ତୁପ)ର ପ୍ରେରଣାରେ ପ୍ରସ୍ତୁତ ହୋଇଛି । ଏହି ଗୁମ୍ବଦକୁ ଘେରି ରହିଥିବା ଏକ ଦ୍ୱାର ମଣ୍ଡପ ତିଆରି ହୋଇଛି , ଯେଉଁଥିରେ ସମାନ ସ୍ଥିତି ସମ୍ଭବ ହୋଇଛି , ଯାହା ଗୁମ୍ବଦକୁ ଉଠାଇଛି ଏବଂ ଏହି ସ୍ତମ୍ଭ ମାନଙ୍କ ମଝିରେ ଖାଲି ସ୍ଥାନ ରହିଛି । ଏହା ଗୁମ୍ବଦର ସମସ୍ତ ପାର୍ଶ୍ୱରେ ରହିଛି । ଏହା କାରଣରୁ ହିଁ, ଏହି ଗୁମ୍ବଦ ଯେ କୌଣସି କୋଣରୁ ଦେଖିବା ଦ୍ୱାରା , ଯଦି ଗରମର ଟିକେ ଭି ଅନୁଭବ ମୌସମୀରେ ପ୍ରକାଶିତ ହୁଏ ତେବେ ପହଁରିବା ପରି ପ୍ରତୀତ ହୋଇଥାଏ । ବାହାର ଗୁମ୍ବଦର ''ରେନ ଫୋର୍ସଡ଼ କଂକ୍ରିଟ'' ସିମେଣ୍ଟ ରେ ନିର୍ମିତ ଗୁମ୍ବଦ, ୧୯୨୯ ମସିହାର ପାଖାପାଖି ନିଜର ଆକାର ନେବାରେ ଲାଗିଥିଲା । ଏହି ଗୁମ୍ବଦର ଅତିମ ପାଷାଣ (୩ ଏପ୍ରିଲ ୧୯୨୯) ମସିହାରେ ଲଗା ଯାଇଥିଲା । ଯଦିଓ ଏହା ଉପରେ ତାମ୍ର ଆବରଣ ୧୯୩୦ ମସିହା ପର୍ଯ୍ୟନ୍ତ ଲାଗିନଥିଲା ।