"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୭ କ ଧାଡ଼ି:
 
==ଖାକା==
<div style="text-align: center;">
<gallery mode=packed>
Image:Northblockindelhi.JPG|right|thumb|250px|The [[North Block]] of the secretariat flanks out of the Rashtrapati Bhavan, but is not part of it and was designed by Baker.
</gallery></div>
 
ପ୍ରାସାଦର ଖାକା ଏକ ବୃହତ ବର୍ଗରେ ତିଆରି ହୋଇଛି । ଯଦିଓ ଏଠାରେ ଅନେକ ଅଗଣା ରହିଛି । ଏଠାରେ ବାଇସରାୟ ପାଇଁ ପୃଥକ ସ୍କନ୍ଧ ରହିଛି ।
ବାଇସରାୟ ସ୍କନ୍ଧ ନିଜ ନିଜଉପରେ , ଏକ ଅଲଗା ଚାରୋଟି ଘର ରହିଛି, ଯେଉଁଥିରେ ନିଜର ଅଗଣା ରହିଛି । ଏହା ଏତେ ବଡ ଅଟେ କି , ଭାରତର ପ୍ରଥମ [[ରାଷ୍ଟ୍ରପତି]] '''''ଡ଼ଃ . [[ରାଜେନ୍ଦ୍ର ପ୍ରଶାଦ]]''''' ଏଠାରେ ନରହି , ପାହୁନା ସ୍କନ୍ଧରେ ରହିବାକୁ ପସନ୍ଦ କଲେ । ଏହି ପରମ୍ପରା ତାଙ୍କର ଅନ୍ତରାଧୀ କାରୀ ମାନଙ୍କ ଦ୍ୱାରା ମଧ୍ୟ ଅନୁଗାମିତ ହେଲା । ପ୍ରାସାଦର ମୁଖ୍ୟ ଭାଗର କେନ୍ଦ୍ରରେ , ମୁଖ୍ୟ ଗୁମ୍ବଦର ଠିକ ତଳେ ଦରବାର ଢାଲ ରହିଛି , ଯାହାକୁ ବ୍ରିଟିଶ କାଳରେ ରାଜଗାଦି କକ୍ଷ କୁହାଯାଉଥିଲା । ସେତେବେଳେ ବାଇସରାୟ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ରାଜଗଦ୍ଦୀ ଥିଲା । ଏଠାକାର ସ୍ତମ୍ଭ ମଧ୍ୟ ବାହାରର ମୁଖ୍ୟ ସ୍ତମ୍ଭ ପରି ଅଟେ, ଉପରେ ଘଣ୍ଟି ଏବଂ ଖଡ଼ି ରେଖା ପରି ବୋର୍ଡର ରହିଛି । କାନ୍ଥ ଉପରେ ମଧ୍ୟ ଏହା ରହିଛି ।
 
==ଆଧାର==