"କେନ୍ଦ୍ରାପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୮୫ କ ଧାଡ଼ି:
 
== ବିଭାଗ ==
 
==== ନିର୍ବାଚନ ମଣ୍ଡଳୀ ====
==== ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି ====
ରାଜନଗର ନିର୍ବାଚନ ମଣ୍ଡଳୀରୁ ଲୋକପ୍ରତିନିଧି ଭାବେ ଅତିତରେ ବିଜୁ ପଟନାୟକ, ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ,ପ୍ରହଲ୍ଲାଦ ମଲ୍ଲିକ, ନଳୀନୀ ମହାନ୍ତି, ବୈଜୟନ୍ତ ପଣ୍ଡା ଇତ୍ୟାଦି ନିର୍ବାଚିତ ହୋଇଛନ୍ତି । ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି । ବ୍ରାହ୍ମଣୀ, ହଂସୁଆ, ପାଟଶାଳା ନଦୀ ଓ ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଧାଡି ଲଗାଉଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । <ref>[http://www.orissatourism.gov.in/new/wildlife.htm]</ref> ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବେପାର ।
* ନିତ୍ୟାନନ୍ଦ କାନୁନଗୋ: ୧୯୫୨
* ସୁରେନ୍ଦ୍ରନାଥ  ଦ୍ବିବେଦୀ: ୧୯୫୭, ୧୯୬୨ ଓ ୧୯୬୭
* ସୁରେନ୍ଦ୍ର ମହାନ୍ତି: ୧୯୭୧
* ବିଜୁ ପଟ୍ଟନାୟକ: ୧୯୭୭, ୧୯୮୦ ଓ ୧୯୮୪
* ଶରତ କୁମାର ଦେବ: ୧୯୮୫
* ରବି ରାୟ: ୧୯୮୯ ଓ ୧୯୯୧
* ଶ୍ରୀକାନ୍ତ ଜେନା: ୧୯୯୬
* ପ୍ରଭାତ କୁମାର ସାମନ୍ତରାୟ : ୧୯୯୮ ଓ ୧୯୯୯
* ଅର୍ଚ୍ଚନା ନାୟକ: ୨୦୦୪
* ବୈଜୟନ୍ତ ପଣ୍ଡା: ୨୦୦୯ ଓ ୨୦୧୪
ରାଜନଗର ନିର୍ବାଚନ ମଣ୍ଡଳୀରୁ ଲୋକପ୍ରତିନିଧି ଭାବେ ଅତିତରେ ବିଜୁ ପଟନାୟକ, ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ,ପ୍ରହଲ୍ଲାଦ ମଲ୍ଲିକ, ନଳୀନୀ ମହାନ୍ତି, ବୈଜୟନ୍ତ ପଣ୍ଡା ଇତ୍ୟାଦି ନିର୍ବାଚିତ ହୋଇଛନ୍ତି । ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି । ବ୍ରାହ୍ମଣୀ, ହଂସୁଆ, ପାଟଶାଳା ନଦୀ ଓ ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଧାଡି ଲଗାଉଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । <ref>[http://www.orissatourism.gov.in/new/wildlife.htm]</ref> ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବେପାର ।
 
==== ତହସିଲ ====
Line ୯୨ ⟶ ୧୦୩:
 
== ଗମନାଗମନ ==
କେନ୍ଦ୍ରାପଡ଼ା ସହରକୁ ଗମନା ଗମନ ପାଇଁ ସଡକ ପଥ ହିଁ ଏକମାତ୍ର ପନ୍ଥା । ଭୁବନେଶ୍ୱର ଓ କଟକରୁ ବସ ଦ୍ୱାରା ଯଥାକ୍ରମେ ତିନି ଓ ଦୁଇ ଘଂଟାରେ ପହଂଚି ହେବ। ଏହାବାଦ ବନ୍ଦର ସହର ପାରାଦୀପରୁ ଏକ ଘଣ୍ଟା ମଧ୍ୟରେ ପହଂଚି ହେବ ।
ରାଜନଗର ଭୁବନେଶର ଠାରୁ ୧୨୫ କିଲୋମିଟର । ହସ୍ତ ଓ ଯନ୍ତ୍ର ଚାଳିତ ଡଙ୍ଗା ଜଳପଥ ମଧ୍ୟରେ ଯିବାଆସିବାରେ ବ୍ୟବହୃତ ହୁଏ ।
 
== ପର୍ଯ୍ୟଟନ ସ୍ଥଳ ==
[[File:Kanika Rajabaati 3.JPG|thumb|କେନ୍ଦ୍ରାପଡାର ରାଜକନିକା ରାଜପ୍ରାସାଦ]]
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|ବଳଦେବଜୀଉ ଦେଉଳ, ଇଚ୍ଛାପୁର]]
'କେନ୍ଦ୍ରାପଡ଼ା ଜିଲ୍ଲା'ରେ ରାଜ୍ୟସରକାରଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ୧୩ଟି ପର୍ଯ୍ୟଟନ ସ୍ଥଳ ରହିଛି ।<ref>{{cite news|title=ପର୍ଯ୍ୟଟନ ମାନଚିତ୍ରରେ ସାମିଲ ବତିଘର, ହୁକିଟୋଲା|url=http://www.dharitri.com/Bhubaneswar/281116/p8.htm|accessdate=28 November 2016|newspaper=ଧରିତ୍ରୀ}}</ref> ସେଥିମଧ୍ୟରୁ କେତେକ ପର୍ଯ୍ୟଟନ ସ୍ଥଳ ହେଉଛି: ଶ୍ରୀ ବଳଦେବଜୀଉ ମନ୍ଦିର, ଗହିରମଥା, ତାଳଚୁଆ ଜେଟୀ, ପ୍ରତିରକ୍ଷା ଗବେଷଣାର କେନ୍ଦ୍ର ହୁଇଲର ଦ୍ଵୀପ, ପେଣ୍ଠ, ବରୁଣେଇ ମୁହାଣ ଇତ୍ୟାଦି
* [[ବଳଦେବଜୀଉ ମନ୍ଦିର]], ଇଚ୍ଛାପୁର
* [[ଭିତରକନିକା ଜାତୀୟ ଉଦ୍ୟାନ]], ରାଜନଗର
Line ୧୦୫ ⟶ ୧୧୭:
* [[ବତୀଘର, ହୁକିଟୋଲା|ବତୀଘର]]
== ଶିକ୍ଷା ==
 
=== କଲେଜ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ===
/* କେନ୍ଦ୍ରାପଡା ସ୍ବଯଂଶାସିତ ମହାବିଦ୍ଯାଳଯ*/ ତିନିମୁହାଣିମହାବିଦ୍ୟାଳୟ
 
* ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
 
* ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ
* ଆଳି ମହାବିଦ୍ୟାଳୟ, ଆଳି
* ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ରାଜକନିକା
* ମାର୍ଶାଘାଇ ମହାବିଦ୍ୟାଳୟ, ମାର୍ଶାଘାଇ
* କୋରୁଆ ମହାବିଦ୍ୟାଳୟ, କୋରୁଆ
* କରିଲୋପାଟଣା ମହାବିଦ୍ୟାଳୟ, କରିଲୋପାଟଣା
 
===ସ୍କୁଲ===