"କେନ୍ଦ୍ରାପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୬୫ କ ଧାଡ଼ି:
== ଇତିହାସ ==
==ଭୂଗୋଳ==
କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଓ ଏହା ୨୦°୨୦' ଉ. ରୁ ୨୦°୩୭' ଉ. ଅକ୍ଷାଂଶ ଓ ୮୬°୧୪' ପୂ. ରୁ ୮୭°୦୧' ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ବେଳାଭୂମି ୮୯ କି.ମି. ଜାଗାପର୍ଯ୍ୟନ୍ତ ଅଧିକାର କରିଅଛି ଓପରିବ୍ୟାପ୍ତ ଯାହା [[ଧାମରା]] ମୁହାଣରୁ ବତୀଘର ଯାଏଁ ବ୍ୟାପିଅଛି ।
[[File:Sunset at gobindpur.JPG|thumb|sunset at gobindpur]]
କେନ୍ଦ୍ରାପଡ଼ା ଜିଲ୍ଲାର
୭୧ କ ଧାଡ଼ି:
* ପଶ୍ଚିମରେ: [[କଟକ ଜିଲ୍ଲା]]
* ଉତ୍ତରରେ: [[ଭଦ୍ରକ ଜିଲ୍ଲା]]
* ଦକ୍ଷିଣରେ: [[ଜଗତସିଂହପୁର ଜିଲ୍ଲା]] ଅବସ୍ଥିତ ।
* ଦକ୍ଷିଣ-ପଶ୍ଚିମରେ : ଯାଜପୁର ଜିଲ୍ଲା ଅବସ୍ଥିତ।
 
=== ଜନସଂଖ୍ୟା ===
Line ୮୫ ⟶ ୮୬:
== ବିଭାଗ ==
==== ନିର୍ବାଚନ ମଣ୍ଡଳୀ ====
ରାଜନଗର ନିର୍ବାଚନ ମଣ୍ଡଳୀରୁ ଲୋକପ୍ରତିନିଧି ଭାବେ ଅତିତରେ ବିଜୁ ପଟନାୟକ, ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ,ପ୍ରହଲ୍ଲାଦ ମଲ୍ଲିକ, ନଳୀନନଳୀନୀ ମହାନ୍ତି, ବୈଜୟନ୍ତ ପଣ୍ଡା ଇତ୍ୟାଦି ନିର୍ବାଚିତ ହୋଇଛନ୍ତି । ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି । ବ୍ରାହ୍ମଣୀ, ହଂସୁଆ, ପାଟଶାଳା ନଦୀ ଓ ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଧାଡି ଲଗାଉଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । <ref>[http://www.orissatourism.gov.in/new/wildlife.htm]</ref> ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବେପାର ।
 
==== ତହସିଲ ====