"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ତଥ୍ୟଯୋଡ଼ା
ଟ୍ୟାଗ: 2017 source edit
୧ କ ଧାଡ଼ି:
{{Unreferenced}}'''ଓଳାଶୁଣି ଗୁମ୍ଫା''' (ବା ଓଳାଶୁଣୀ ଗୁମ୍ଫା) [[କେନ୍ଦ୍ରାପଡାକେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରପଡା]], [[କଟକ ଜିଲ୍ଲା|କଟକ]], [[ଯାଜପୁର ଜିଲ୍ଲା|ଯାଜପୁର]] ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡରେପାହାଡ଼ରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ଵରରୁ ୮0୮୦ କିଲୋମିଟର ଦୁରରେ ରହିଛି ଏହି ପାହାଡପାହାଡ଼ । [[ଦୈତାରି]]ରୁ [[ପାରାଦିପ]] ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡପାହାଡ଼ | ଏହି ଓଳାଶୁଣି ପାହାଡପାହାଡ଼ ସନ୍ଥ [[ଅରକ୍ଷିତ ଦାସ]]ଙ୍କ ସମାଧି ପୀଠ ହୋଇଥିଲେ ବି ଗୋଟିଏ ପର୍ଯଟନପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ।<ref>{{cite web|title=Odisha Files|url=http://www.odishafiles.com/2012/11/olasuni-temple-jajpur-odisha.html}}</ref> <ref>{{cite web|title=Olasuni|url=http://olasuni.com/description-of-monument/mahasamadhi-temple/|accessdate=7 February 2017}}</ref>
 
== ସନ୍ଥ ଅରକ୍ଷିତ ଦାସ ==
ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା [[ବଡଖେମଣ୍ଡା]]ର ବିଜୟନଗର ଗଡରେ ଆନୁମାନିକ ୧୭୮୦ ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭଦେବପଦ୍ମନାଭ ଦେବ, ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ,
"ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"
<center>
<poem>
ବିଦ୍ୟାଟି ବେଦ ଯେ ବୋଲଇ । ତହିଁଁରେ ମୋର କାର୍ଯ୍ୟ ନାହିଁ ।।
ଭାବେ ଅବିଦ୍ୟା ପରମକୁ । ଭାବେ ଭରସା ମୋର ତାଙ୍କୁ ।।
ତହିଁଁରେ ମୋରକାର୍ଯ୍ୟ ନାହିଁ ।।
ଭାବେ ଅବିଦ୍ୟା ପରମକୁ ।
ଭାବେ ଭରଷା ମୋର ତାଙ୍କୁ ।।
</poem>
</center>
ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ଵ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ, ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ, ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁବାଡ଼ିରୁ ପତ୍ର କାଟୁଛି " କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ " ମା' ଆଜି ପର୍ଯନ୍ତପର୍ଯ୍ୟନ୍ତ ମୋ ନା' ପାଉନଥିଲି, କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି " |
 
== ଓଳାଶୁଣୀ ମେଳା ==
୧୬ କ ଧାଡ଼ି:
 
==ପ୍ରସିଦ୍ଧ ଭୋଗ ==
ସନ୍ଥ ଅରକ୍ଷିତ ଦାସଦାସଙ୍କର ଙ୍କର ପୋଡପିଠାପୋଡ଼ପିଠା ହେଉଛି ଅତି ପ୍ରିୟ, ଏହାଛଡା ସୁକୁଆଏହା ଛଡ଼ା ସୁଖୁଆ (ମଲାମାଛ) ଏଠାରେ ଭୋଗ କରାଯାଏ, ସେ। ଅରକ୍ଷିତ ତାଙ୍କ ପୁସ୍ତକ ରେପୁସ୍ତକରେ ସମଗ୍ର ଜଗତ କୁଜଗତକୁ ଆମିଷ ବୋଲି କହିଛନ୍ତି , ଆମିଷ କୁଆମିଷକୁ ଛାଡିଛାଡ଼ି ଜଗତ ତିଷ୍ଟିତିଷ୍ଠି ପାରିବ ନାହିଁ ବୋଲି ସେ ଲେଖିଛନ୍ତି-
<center>
 
<poem>
"ହେ ମନ କହୁଅଛି ମୁହିଁ ଶରୀର‌ ଆମିଷ ଅଟଇ ।।
 
ରଜ ବୀର୍ଯ୍ୟ ଆମିଷ ଜାଣ ତହିଁରୁ ସକଳ ଭିଆଣ‌ ।।
ଶରୀର‌ ଆମିଷ ଅଟଇ
ଛପନ କୋଟି ଜୀବ ଯେତେ । ଆମିଷ ରୁ ଜାତ ସମସ୍ତେ ।।
 
ଆମିଷ କୁ ଆମିଷ ଖାଇ ଆମିଷ ଆମିଷେ ସାରଇ ।।
ରଜ ବୀର୍ଯ୍ୟ ଆମିଷ ଜାଣ
</poem>
 
</center>
ତହିଁରୁ ସକଳ ଭିଆଣ‌
 
ଛପନ କୋଟି ଜୀବ ଯେତେ
 
ଆମିଷ ରୁ ଜାତ ସମସ୍ତେ
 
ଆମିଷ କୁ ଆମିଷ ଖାଇ
 
ଆମିଷ ଆମିଷେ ସାରଇ "
 
== ଆଧାର ==
{{ ଆଧାର }}