"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{Unreferenced}}'''ଓଳାଶୁଣି ଗୁମ୍ଫା''' [[କେନ୍ଦ୍ରାପଡା ଜିଲ୍ଲା|କେନ୍ଦ୍ରପଡା]], [[କଟକ ଜିଲ୍ଲା|କଟକ]], [[ଯାଜପୁର ଜିଲ୍ଲା|ଯାଜପୁର]] ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ଵରରୁ ୮0 କିଲୋମିଟର ଦୁରରେ ରହିଛି ଏହି ପାହାଡ । [[ଦୈତାରି]]ରୁ [[ପାରାଦିପ]] ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ | ଏହି ଓଳାଶୁଣି ପାହାଡ ସନ୍ଥ [[ଅରକ୍ଷିତ ଦାସ]]ଙ୍କ ସମାଧି ପିଠପୀଠ ହୋଇଥିଲେ ବି ଗୋଟିଏ ପର୍ଯଟନ ସ୍ଥଳ ଭାବରେ ପରିଚିତ ।
 
== ସନ୍ଥ ଅରକ୍ଷିତ ଦାସ ==
ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା [[ବଡଖେମଣ୍ଡା]]ର ବିଜୟନଗର ଗଡରେ ଆନୁମାନିକ ୧୭୮୦ ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭଦେବ, ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ,
"ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"
<poem>
ବିଦ୍ୟାଟି ବେଦ ଯେ ବୋଲଇ ।
ତହିରେତହିଁଁରେ ମୋରକାଯ୍ୟମୋରକାର୍ଯ୍ୟ ନାହିଁ ।।
ଭାବେ ଅବିଦ୍ୟା ପରମକୁ ।
ଭାବେ ଭରଷା ମୋର ତାଙ୍କୁ ।।