"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୨ କ ଧାଡ଼ି:
 
==ଅଭିକଳ୍ପନା==
 
[[ଦିଲ୍ଲୀ]]ଦରବାର ବର୍ଷ ୧୯୧୧ରେ ଭାରତର ରାଜଧାନୀକୁ ତତ୍କାଳୀନ କଲିକତାରୁ ସ୍ଥାନାନ୍ତରିତ କରି ଦିଲ୍ଲୀ ଆଣିବାର ନିର୍ଣ୍ଣୟ କରାଗଲା । ଏହି ନିର୍ଣ୍ଣୟ ୧୨ ଡିସେମ୍ବର କୁ ''ଜର୍ଜ ପଞ୍ଚମ''' ଦ୍ୱାରା ଘୋଷିତ କରାଗଲା । ଏହି ଯୋଜନା କୁ ଗଭର୍ନର ଜେନେରାଲଙ୍କ ମତକୁ ପ୍ରଧାନ ଏବଂ ଅତୀବ ବିଶେଷ ଦର୍ଜା ଦିଆଗଲା ।
ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀ ରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ଵିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ଵୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । ତା'ପରେ ବାଇଶରାୟ କହିଲେ ଯେ, ମହଲ ପରମ୍ପରା ଗତ ହେବ କିନ୍ତୁ ଭାରତୀୟ ମୋଟୀଫ ବିନା । ଏହା ସେଠାରେ ଅଭିକଳ୍ପନା ଥିଲା , ଯାହା ମୂର୍ତ ରୂପେ ଆଜି ଠିଆ ହୋଇଛି । ଏହି ମହଲ ପାଖାପାଖି ସେହି ରୂପେ ତିଆରି ହୋଇଛି ଯାହା କି ଲୁଟ୍ୟନ୍ସ, ବେକର ଙ୍କୁ ଶିମଳାରୁ ୧୪ ଜୁନ ୧୯୧୨ରେ ପଠେଇଥିଲେ । ଲୁଟ୍ୟନ୍ସଙ୍କ ଅଭିକଳ୍ପନା ବୃହତ ରୂପେ ପରମ୍ପରା ଗତ ଥିଲା ।
ଲୁଟ୍ୟନ୍ସ ଓ ବେକର, ଯାହାଙ୍କୁ ବାଇସରାୟ ହାଉସ ଏବଂ ସଚିବାଳୟର କାର୍ଯ୍ୟ ଭାର ଦିଆଗଲା , ସେମାନେ ଅରମ୍ଭରରେ ବହୁ ସହୃଦୟରେ କାମକଲେ ତା'ପରେ ନିଜ ନିଜ ଭିତରେ ଝଗଡା କଲେ । ଆରମ୍ଭିକ ଯୋଜନା ଅନୁସାରେ ବାଇସରାୟ ହାଉସକୁ ରାଜ୍ୟସେନାର ପାହାଡି ଉପରେ ତିଆରି କରି ଦୁଇ ସଚିବାଳୟ ତଳେ ତିଆରି କରିବାର ଥିଲା । ପରେ ସଚିବାଳୟକୁ ୪୦୦ ଗଜ ପଛକୁ ଟାଣି ପାହାଡି ଉପରେ ତିଆରି କରିବା ଲାଗି ନିଷ୍ପତି ନିଆଗଲା । ଲୁଟ୍ୟନ୍ସଙ୍କ ଯୋଜନା ଅନୁସାରେ ଭବନ ଏକାକୀ ଉଞ୍ଚାରେ ସ୍ଥିତ ହୋଇଥାନ୍ତା , ଯେପରି ସଚିବାଳୟ କାରଣରୁ ନିଜ ମୂଳ ଯୋଜନାରୁ ପଛକୁ ଖସିଯିବାକୁ ପଡିଲା , ତା'ସହ ଆଗରେ ଦୁଇ ସଚିବାଳୟଙ୍କୁ ଛିଡା ହେବାକୁ ପଡିଲା । ଏହା ତାଙ୍କ ବିବାଦର କାରଣ ଥିଲା । ଏହି ମହଲର ପୂର୍ଣ୍ଣ ହେବା ପରେ ଲୁଟ୍ୟନ୍ସ ବେକାରରେ ଭଲ ଲଢେଇ କଲେ , କାରଣ ବାଇସରାୟ ହାଉସର ଦୃଶ୍ୟ , ସଡକ ର ଉଚ୍ଚା କୋଣ କାରଣରୁ ବାଧିତ ହୋଇଯାଇଥିଲା ।