"ବଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
}}
'''ବଡ଼ି''' ଏକ ପାରମ୍ପାରିକ [[ଓଡ଼ିଆ ଖାଦ୍ୟ]] । ଏହା ବଟା [[ବିରି]]ରେ ମସଲା ମିଶେଇ ତାହାକୁ ଖରାରେ ଶୁଖାଇ ତିଆରି କରାଯାଏ ।<ref name="Parida2003">{{cite book|author=Laxmi Parida|title=Purba: Feasts From The East: Oriya Cuisine from Eastern India|url=https://books.google.com/books?id=exe3Yb4fnPAC&pg=PA140|date=1 April 2003|publisher=iUniverse|isbn=978-0-595-26749-1|pages=140–}}</ref> ଶୁଖିଲା ବଡ଼ିକୁ ସାଇତି ରଖି ପରେ ଭାଜି ବିଭିନ୍ନ ତରକାରିରେ ପକାଇ କିମ୍ବା କେବଳ ଚୁରି ଖିଆଯାଇଥାଏ । ବଡ଼ି ଓଡ଼ିଶା ସମେତ [[ବିହାର]], [[ପଶ୍ଚିମ ବଙ୍ଗଳା]] ଆଦି ରାଜ୍ୟରେ ମଧ୍ୟ ଖିଆଯାଇଥାଏ । ବଡ଼ି [[ବେସର]], [[ଶାଗ ଖରଡ଼ା]], [[ଭଜା]], [[ଖଟା]], [[ସନ୍ତୁଳା]] ଆଦିରେ ପଡ଼ିଥାଏ ।<ref name="DasSamsad2003">{{cite book|author1=Harish Chandra Das|author2=State Level Vyasakabi Fakir Mohan Smruti Samsad|title=The cultural heritage of Khurda|url=https://books.google.com/books?id=BxRuAAAAMAAJ|year=2003|publisher=State Level Vyasakabi Fakir Mohan Smruti Samsad}}</ref>
 
== ପ୍ରକାର ==
{| class="wikitable"
!ପ୍ରକାର
!ପ୍ରସ୍ତୁତି
!ଚିତ୍ର
|-
|ଫୁଲ ବଡ଼ି
|
|
|-
|କଖାରୁ ବଡ଼ି
|
|
|-
|ଲିଆ ବଡ଼ି
|
|
|-
|ଶାଗୁ ବଡ଼ି
|
|
|-
|କେନ୍ଦୁଝର ବଡ଼ି
|
|[[ଫାଇଲ:Kendujhar Badi.jpg|ଫ୍ରେମନଥିବା]]
|-
|କଣି ବଡ଼ି
|
|
|-
|ପାଣି କଖାରୁ ବଡ଼ି
|
|
|-
|ମଞ୍ଜି ବଡ଼ି
|
|
|-
|ମାଣ୍ଡିଆ (ଚୂରା) ବଡ଼ି
|
|
|}
 
== ଆଧାର ==
"https://or.wikipedia.org/wiki/ବଡ଼ି"ରୁ ଅଣାଯାଇଅଛି