Content deleted Content added
No edit summary
No edit summary
୧୪ କ ଧାଡ଼ି:
| about my work = ଆମର ସାଂସ୍କୃତିକ ଦିଗ ଉପରେ ଜାଣିବାକୁ ମୋର ଆଗ୍ରହ, ତେଣୁ ଯଥାସମ୍ଭବ ଚେଷ୍ଟା କରେ ଯେ ଆମ ସଂସ୍କୃତିକୁ ସଭିଏଁ ଜାଣନ୍ତୁ । ମୋର ଏହି କ୍ଷୁଦ୍ର ପ୍ରୟାସ ମୋ ନିଜ ମନର ଶାନ୍ତି ପାଇଁ ।
* ମୁଁ ଜଗନ୍ନାଥ ସଂସ୍କୃତି ବିଷୟରେ ଆଗ୍ରହୀ ଏବଂ ତାହା ଉପରେ ଲେଖାଲେଖି କରେ ।
* ମୁଁ ପାରମ୍ପରିକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଆ ସାହିତ୍ୟ ବିଷୟରେ ପଢାପଢି କରେ । କାହିଁକି ବୋଲେ? ଭଲ ଲାଗେ ଆଉ କଣ !
* ଏବେ ମୁଁ ପୋଥି ନାମିତ ଉଇକିପ୍ରକଳ୍ପଟିଏ ଆରମ୍ଭ କରି ତହିଁରେ ପୁରାତନ ଓଡ଼ିଆ କାବ୍ୟସମ୍ଭାରକୁ ସ୍କାନ କରି ଉଇକିପାଠାଗାରରେ ମିଶାଇବା ପାଇଁ ଚେଷ୍ଟା କରୁଛି ।
| contact me = * ଟୁଇଟର : [http://www.twitter.com/pattaprateek @pattaprateek]
* ଇ-ଡାକ : pattaprateek{{@}}gmail.com