"ଜିତେନ୍ଦ୍ର ହରିପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Jitendra Haripal}}
'''ଜିତେନ୍ଦ୍ର ହରିପାଲ''' (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ ।<ref>{{cite news|title=Unsung heroes in Padma Shri awardees list|url=http://indianexpress.com/article/india/unsung-heroes-in-padma-shri-awardees-list-4491354/|accessdate=25 January 2017|work=Indian Express}}</ref> ସେ '[[ରଙ୍ଗବତୀ]]' ଗୀତ ଗାଈ ପ୍ରସିଦ୍ଧ ହେଇଥିଲେ । ସେ ସମ୍ବଲପୁରୀ ଗାୟିକା [[କ୍ରୀଷ୍ଣା ପଟେଲ]]ଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "[[ରଙ୍ଗବତୀ]]" ର ଉପସ୍ଥାପନା କଲେ । ଜିତେନ୍ଦ୍ର [[ସମ୍ବଲପୁର]]ର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ [[ରଙ୍ଗବତୀ]] ର ପ୍ରଭୁତା ସଫଳତା ପରେ [[କୋଶଳୀ ଭାଷା]] ରେ ୧୦୦୦ ରୁ୧୦୦୦ରୁ ଉର୍ଦ୍ଧ ଗୀତାଗୀତ ଗାଇଥିଲେ । [[ଆକାଶବାଣୀ]] କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତମାନ ସୁଦ୍ଧା ଦାରିଦ୍ରତା ର କଷାଘାତ ରୁକଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି । <ref>https://kddfonline.com/category/well-known-people/jitendra-haripal/</ref>
 
== ବ୍ୟକ୍ତିଗତ ଜୀବନ ==
ଜିତେନ୍ଦ୍ର ଙ୍କଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ନିଜେ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ । ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡାଛିଡ଼ା ହେଇ ଶିଖୁଥିଲେ । ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡାରୁଆଖଡ଼ାରୁ ଶିଖୁଥିଲେ । ସେ ନିଜେ କହନ୍ତି ଯେ ସେ ସବୁ ରାଗ ବିଷୟରେ ଜାଣୁଥିଲେ ମଧ୍ୟ ରାଗର ନା ଜାଣୁ ନଥିଲେ । ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି
 
== ବୃତିଗତ ଜୀବନ ==
"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ର ଙ୍କଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।
 
୧୯୭୧ ରୁ ସେ ଆକାଶବାଣୀ ରେଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ , କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । [[ରଙ୍ଗବତୀ]] ୧୯୭୬୧୯୭୬ରେ ରେ ରେକର୍ଡରେକର୍ଡ଼ ହେଇଥିଲେ ବି ସ୍ଵତ୍ତ୍ଵାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଏଗ୍ରିମେଣ୍ଟଚୁକ୍ତି ସ୍ୱାକ୍ଷର କରିନେଲା । ଏଗ୍ରିମେଣ୍ଟଚୁକ୍ତି କାରଣ ରୁକାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା ।<ref>www.hungama.com/artists/jitendra-haripal/10396</ref> [[ସମ୍ବଲପୁରୀ ଲୋକ ଗୀତ]] ହିସାବ ରେ ରଙ୍ଗବତୀ ଗାଇଥିଲେ ଭି ସେ ନିଜକୁ ଲୋକ ଗୀତ ରେ ସୀମିତ ରଖି ନଥିଲେ ।
ଓଡ଼ିଆ, ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ ତଥା ଢକିଆ ଭାଷା ରେଭାଷାରେ ତାଙ୍କର ଅନେକ ଲୋକପ୍ରିୟ ଗୀତ ରହିଛି ।
 
== ଏକ ଅଭୂଲା ସ୍ମୃତି ଜିତେନ୍ଦ୍ର ଙ୍କ ==
ରଙ୍ଗବତୀ ଏତେ ଲୋକପ୍ରିୟ ହେଇଥିଲା ଯେ ଥରେ ରେଳ ରେ ଯାତ୍ରା କରୁଥିବା ବେଳେ ବାଟାପୁର ଷ୍ଟେସନରେ କିଛି ଲୋକ ଜିତେନ୍ଦ୍ରଙ୍କୁ ଚିହ୍ନି ପକେଇଲେ । ତା ପରେ ପ୍ଳାଟଫର୍ମରେ ରଙ୍ଗବତୀ ଗୀତ ଟି ସେ ନ ଗାଇବା ଯାଏ ଟ୍ରେନ ଛାଡିଲେ ନାହି । ପ୍ଳାଟଫର୍ମ ସେଦିନ ପାଲଟିଗଲା ରଙ୍ଗମଞ୍ଚ ।
 
== ପରିବାର ==
ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି ।
 
== ପୁରସ୍କାର ଓ ସମ୍ମାନ ସବୁ ==
* [[ପଦ୍ମଶ୍ରୀ]], ୨୦୧୭<ref>{{cite news|title=Padma Awards 2017 announced|url=http://pib.nic.in/newsite/PrintRelease.aspx?relid=157675|accessdate=25 January 2017|work=PIB, Govt. of India, MHA}}</ref>
* ଜୟମାଲା ସଙ୍ଗୀତ ସୁଧାକର ସମ୍ମାନ, ୨୦୧୬<ref>{{cite news|title=ଜିତେନ୍ଦ୍ରିୟ ହରିପାଲ ପାଇବେ ସଙ୍ଗୀତ ସୁଧାକର ସମ୍ମାନ|url=http://www.dharitri.com/Bhubaneswar/041116/p11.htm|accessdate=4 November 2016|work=ଧରିତ୍ରୀ}}</ref>
* ସମ୍ମାନଜନକ ଡି. ଲିଟ ଉପାଧି, ୨୦୧୫ ([[ଉତ୍କଳ ବିଶ୍ୱବିଦ୍ୟାଳୟ]] ତରଫରୁ)
* ଓଡ଼ିଶାର ତତ୍କାଳିନ ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ତାଙ୍କୁ ୨୦୦୭ ରେ ସ୍ଵତନ୍ତ୍ର ଭାବେ ସମ୍ମାନିତ କରିଥିଲେ
* [[ଓଡ଼ିଶା ପ୍ରିମିଅର ଲିଗ]]ର ବ୍ରାଣ୍ଡ ଆମ୍ବାସାଡର, ୨୦୧୨
==ଆଧାର==
{{ଆଧାର}}
{{ଓଡ଼ିଶାର ପଦ୍ମ ବିଜେତା}}
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]