"ପାଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
ଟିକେ
# ଜନ୍ମପାଲା: ଏକ ବାଦାଶାହକନ୍ଯା୍ୟଙ୍କ ଗର୍ଭରେ ସତ୍ୟପୀରଙ୍କର, ଅବତାର ମୃତ ବାଳକର ପୂନର୍ଜୀବନଲାଭ
# ପଦ୍ନଲୋଚନ ପାଲା: ପଦ୍ମ ଲୋଚନ ନାମକ ଏକ ଅପୁତ୍ରକ ରାଜାଙ୍କର ସତ୍ୟନାରାୟଣଙ୍କ କୃପାରୁ ପୁତ୍ର: ଲାଭ
# ମର୍ଦ୍ଦଗାନି ଜନ୍ମ ପାଲା: ଅଭି୍ୟ ସୁତ ଅପୁତ୍ରକ ପରୀକ୍ଷିତ ରାଜାଙ୍କର ଫାକୀରବେଶଧାରୀ ସତ୍ୟପୀରଙ୍କ କୃପାରୁ ପୁତ୍ରଲାଭ<gallery>
ଫାଇଲ:ପର୍ବତୀୟା ପାଲା ଦଳ, ଧର୍ମପୁର, ବାଳି , କଟକରେ ପାଲା ପରିବେଷଣ କରୁଛଂତି.jpg|Parbatia Pala Team
ଫାଇଲ:ଧର୍ମପୁରରେ ପାଲା ପରିବେଷଣ.jpg|Mandapara Pala Team
ଫାଇଲ:ପାଲା ପରିବେଷଣ.jpg|Ashraypur Pala Team
ଫାଇଲ:କଟକ ଜିଲ୍ଲାର ବାଳି ଗ୍ରାମର ଧର୍ମପୁରରେ ପାଲା ପରିବେଷଣ.jpg|Parbatia Pala Team
</gallery>
# ମର୍ଦ୍ଦଗାଜି ବିଭା ପାଲା: ଗଜେନ୍ଦ୍ର ନାମକ ରାଜାଙ୍କର ଏକ ମାତ୍ର ପୁତ୍ର ମର୍ଦ୍ଦଗାଜିର ବିଦେଶ ଗମନ ଓ ବିବାହ
# ବିଦ୍ଯା୍ୟଧର ପାଲା: ଭୈରବ ଦେଶର ନୃସିଂହ ରାଜାଙ୍କ ଗଳ୍ପ
୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ୟୁକ୍ତ 'ତ୍ରିପଦୀ' ଦ୍ୱଯ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ୟୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ଵ ମଧ୍ୟ ଲକ୍ଷିତ ହୁଏ ।
 
'''ଓଡିଶାରେ ଖ୍ରୀଷ୍ଟ ଧର୍ମାମ୍ବଲମ୍ବି ଭାଇମାନଙ୍କ ଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡିଶାର ପୁର ପଲ୍ଲିରେ ଆଦ୍ରୁତ, ଓଡିଶାର କଟକ ପୁରି ଖୋର୍ଧା କେନ୍ଦ୍ରାପଡା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇଅଛନ୍ତି'''
 
ଆଧାର
 
ଆଧାର<gallery>
ଫାଇଲ:ପର୍ବତୀୟା ପାଲା ଦଳ, ଧର୍ମପୁର, ବାଳି , କଟକରେ ପାଲା ପରିବେଷଣ କରୁଛଂତି.jpg|Parbatia Pala Team
ଫାଇଲ:ଧର୍ମପୁରରେ ପାଲା ପରିବେଷଣ.jpg|Mandapara Pala Team
ଫାଇଲ:ପାଲା ପରିବେଷଣ.jpg|Ashraypur Pala Team
ଫାଇଲ:କଟକ ଜିଲ୍ଲାର ବାଳି ଗ୍ରାମର ଧର୍ମପୁରରେ ପାଲା ପରିବେଷଣ.jpg|Parbatia Pala Team
</gallery>
== ଆଧାର ==
{{ଆଧାର}}

ଗୋଟି ସମ୍ପାଦନା