"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
No edit summary
୧ କ ଧାଡ଼ି:
'''ଅନୁଗୁଳ ସ୍ଵୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]][[ଅନୁଗୁଳ]] ସହର ରେ ଅବସ୍ଥିତ ଏକ ସରକାରୀ [[ସ୍ଵୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲା ରେ ପରିଣତ ହେଇଥିବା [[ଅନୁଗୁଳ]] ସହର ରେ ୧୯୫୭ ମସିହା ରେ ସରକାରଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଜଟିଯୁଆଜାତୀୟ ରାଜପଥ -୫୫ ରୁ ମାତ୍ର ୧ କିଲୋମିଟର ଦୂର ରେ ସହର ର ମଧ୍ୟ ସ୍ଥଳୀ ରେ ଅବସ୍ଥାପିତ । 
 
== ଇତିହାସ ==
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷ ରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ ରୁ ରହିଛି ଓ ଏହା ଭୁବନେଶ୍ଵରସ୍ଥ[[ଭୁବନେଶ୍ଵର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା । ୧୯୯୦ ରୁ ଏହି କଲେଜ ଅଞ୍ଚଳ ରେ ଅଗ୍ରଣୀ କଲେଜ ହିସାବ ରେ ପରିଗଣିତ ହେଇ ଆସୁଛି । 
 
୧୦୦୬-୭ ରେ ଏହି କଲେଜ NAAC ଦ୍ଵାରା ଏକ [[ସ୍ଵଯାଂଶାସିତ କଲେଜ]] ର ମାନ୍ୟତା ପ୍ରାପ୍ତ ହେଲା । 
 
== ବିଭାଗ ସବୁ ==