"ରାମଚଣ୍ଡୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୧୩ କ ଧାଡ଼ି:
ଅନ୍ୟ ଏକ ଜଣଶୃତିରୁ ଜଣାଯାଏ, ସୀତା ହରଣ ପରେ ଶୋକାକୁଳ ରାମଚନ୍ଦ୍ର ସମୁଦ୍ର କୂଳରେ ବୁଲୁଥିବା ଅବସ୍ଥାରେ କୋଣାର୍କ କ୍ଷେତ୍ରରେ ପହଞ୍ଚିଥିଲେ ଓ ରାମଚଣ୍ଡୀଙ୍କୁ ଉପାସନା କରି ଲଙ୍କା ବିଜୟ ପାଇଁ ସମର୍ଥ ହୋଇଥିଲେ । ରାମଚନ୍ଦ୍ର ପୂଜା କରିଥିବାରୁ ସେହି ଦେବୀଙ୍କୁ ରାମଚଣ୍ଡୀ କୁହାଯାଏ ।
==ଦେବୀଙ୍କ ସ୍ଵରୂପ==
ଦେବୀଙ୍କ ମୂର୍ତ୍ତିଟି ପ୍ରାୟ ଅଢେଇଫୁଟ ଉଚ୍ଚ । ଦେବୀ ଦଶଭୂଜା ଓ ସିଂହାସନାରୁଢା । ସେ ମହିଷାସୁରକୁ ଶୂଳବିଦ୍ଧ କରିଥିବା ଦେଖାଯାଏ । ଏହି ମନ୍ଦିର ବେଢାରେ ଏକ ଶିବଲିଙ୍ଗ ମଧ୍ୟ ପୂଜା ପାଉଛନ୍ତି । ଆଶ୍ଵିନ ମାସରେ ଏଠାରେ ଷୋହଳ ପୂଜା ଅନୁଷ୍ଠିତ ହୁଏ । ବ୍ରାହ୍ମଣ ଚଣ୍ଡୀପାଠ ଓ ହୋମ କରିଥାନ୍ତି । ଏଠାରେ ମହାଷ୍ଟମୀ ଦିନ ଯଜ୍ଞ ପରେ ଗୋଟିଏ ମେଷ ବଳି ଦିଆଯାଏ । ଏହା ବ୍ୟତୀତ ଷୋଳପୂଜା ସମୟରେ ବିଭିନ୍ନ ପାରମ୍ପରିବ ଭୋଗ ଅର୍ପଣ କରାଯାଏ ।<ref>ପଣ୍ଡିତ ଶ୍ରୀ ନୀଳାମ୍ବର ନନ୍ଦ, ଶ୍ରୀ ପୂର୍ଣ୍ଣେନ୍ଦୁ ନନ୍ଦ ପୃଷ୍ଠା-୧୯-୨୦,ଓଡିଶାରେଓଡ଼ିଶାରେ ଦେବୀପୂଜା ଓ ଶକ୍ତି ଦର୍ଶନ, ISBN81-8005-081-5</ref>
 
== ଆଧାର ==