"ଦଶପଲ୍ଲା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୩୦ କ ଧାଡ଼ି:
 
 
'''ଦଶପଲ୍ଲା ରାଜ୍ୟ ''' ({{Lang-or|ଦଶପଲ୍ଲା}}; {{Lang-hi|दस्पल्ला}}) ବ୍ରିଟିଶ ଶାସନ ସମୟ ର ଏକ ଭାରତୀୟ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ କୁଞ୍ଜବନଗଡ ଥିଲା । ଏହା ବର୍ତମାନ ଓଡିଶାଓଡ଼ିଶା ରାଜ୍ୟ ର  ନୟାଗଡ ଜିଲ୍ଲା ରେ ରହିଛି । 
 
ଦଶପଲ୍ଲା ରାଜୟା 15 ତମ ଶତାବ୍ଦୀ ର ଶେଷ ଭାଗ ରେ ବୌଦ ରାଜ୍ୟ ରୁ ଅଲଗା ହେଇ ସ୍ଥାପିତ ହେଇଥିଲା । ମିଳିଥିବା ଦଲିଲ ଅନୁସାରେ ବୌଦ୍ଧ ର ରାଜା ନାରାୟଣ ଭଞ୍ଜ ଦେଓ ଙ୍କ ପୁତ୍ର କନିଷ୍ଠ  ନାରଣ ଦେବ 1498 ମସିହା ରେ ଏହାକୁ ବୌଦ୍ଧ ରୁ ବିଚ୍ଛିନ୍ନ କରି ଅଲଗା ରାଜ୍ୟ ଭାବେ ଶାସନ କଲେ ।