"ଝାରସୁଗୁଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୧୩୬ କ ଧାଡ଼ି:
 
== ଗମନାଗମନ ==
ଗମନା ଗମନ ଦୃଷ୍ଟି ରୁ ଝାରସୁଗୁଡା ଜିଲ୍ଲା ଓଡିଶାଓଡ଼ିଶା ରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥ ଦ୍ଵାରା ସଂଯୁକ୍ତ ହେଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥ ର ବିସ୍ତାର ମଧ୍ୟ ଜିଲ୍ଲା ରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତା ରୁ ମୁମ୍ବାଇ କୁ ରାଜପଥ ସହ ସମ୍ବଲପୁର ରାଉରକେଲା କୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡା ରୁ ଛତିଶଗଦ ର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହେଇଛି ।
== ଶିଳ୍ପ ==
ଝାରସୁଗୁଡା ଜିଲ୍ଲା ରେ ଶିଳ୍ପ ର ବହୁଳ ଉନ୍ନତି ହେଇ ଏହା ଭାରତ ର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲା ରେ ବ୍ରଜରାଜନଗର ଅଞ୍ଚଳ ରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାର ର ଜଳ ଓ ରେଳ ଓ ସଡକ ପଥ ଥିବା କାରଣ ରୁ ଜିଲ୍ଲା ରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟ ରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।