"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଓଡିଶା using HotCat
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୧ କ ଧାଡ଼ି:
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, [[ସମ୍ବଲପୁର]] ('''Gangadhar Meher University , Sambalpur) ଓଡିଶାଓଡ଼ିଶା ର ନୂତନତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ । ଏହା NAAC ଦ୍ଵାରା 'A' ଗ୍ରେଡ ର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ ଯାହା କି ପୂର୍ବରୁ ସମ୍ବଲପୁର ର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହା ରୁ ଥିଲା । ''' '''
 
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୧୯୪୪ ମସିହା ରେ ସମ୍ବଲପୁର ସହର ରେ ଏହି ମହାବିଦ୍ୟାଳୟ ସମ୍ବଲପୁର କଲେଜ ନାମରେ ପ୍ରତିଷ୍ଠିତ ହେଇ ତତ୍ କାଳୀନ ଜିଲ୍ଲା ସ୍କୁଲ ରେ ଆରମ୍ଭ ହେଇଥିଲା । ପରେ ପଶ୍ଚିମ ଓଡିଶାଓଡ଼ିଶା ର ଖ୍ୟାତନାମା କବି [[ଗଙ୍ଗାଧର ମେହେର]] ଙ୍କ ନାମାନୁସାରେ ଏହାର ନାମ ' ଗଙ୍ଗାଧର ମେହେର କଲେଜ ' ହେଲା । ଏହା ପ୍ରଥମେ ଓଡିଶାଓଡ଼ିଶା ର ଏକମାତ୍ର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହା ରେ ହିଁ   ସ୍ଥାପିତ ହେଇଥିଲା ।ପରେ ୧୯୬୭ ମସିହା ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ଵତଃ ଅନୁବନ୍ଧିତ ହେଲା ।
  
 
୧୧ କ ଧାଡ଼ି:
 
== ଏଡମିସନ ==
ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତର ରେ ଆଡମିସନ ଓଡିଶାଓଡ଼ିଶା ସରକାର ଙ୍କ SAMS ମାଧ୍ୟମ ରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀ ରେ ବିଶ୍ୱବିଦ୍ୟାଳୟ ର ନିଜସ୍ଵ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M॰ C ॰ A॰ ବିଭାଗ ପାଇଁ ଆଡମିସନ BPUT ତରଫ ରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରିକ୍ଷ୍ୟା ଜରିଆ ରେ ହେଇଥାଏ । <div class="reflist" style=" list-style-type: decimal;">
<references /></div>
 
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲା]]
[[ଶ୍ରେଣୀ:ଓଡିଶାଓଡ଼ିଶା]]