"ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୧୦ କ ଧାଡ଼ି:
== ଇତିହାସ ==
 
ଏହି ସ୍ଥାନ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । [[ଜୈନ]] ବିବରଣୀ ରୁ ଜାଣିବାକୁ ମିଳେ, ଏହି ସ୍ଥାନ ରେ [[ମହାବୀର ଜୈନ]] ତାଙ୍କର ଧର୍ମପ୍ରଚାର କରିଥିଲେ । ସମ୍ରାଟ [[ଖାରବେଳଙ୍କ]] ପ୍ରସିଦ୍ଧ ହାତୀଗୁମ୍ଫା ଶିଳାଲେଖ ଏହି ସ୍ଥାନ ରେ ଅଛି, ଯାହା ପ୍ରାଚୀନ ଓଡିଶାଓଡ଼ିଶା ସମ୍ପର୍କ ରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉପାଦାନ । ଏଠାରେ ଏବେ ମଧ୍ୟ ଜୈନ ସମ୍ପ୍ରଦାୟର ସାଧୁ ମାଁନଙ୍କୁ ଦେଖିବାକୁ ମିଳେ ।