୩୭,୫୭୯
ଗୋଟି ସମ୍ପାଦନା
ଟିକେ (Bot: Automated text replacement (-ଓଡିଆ +ଓଡ଼ିଆ)) |
|||
ସଦାଶିବ ଅମ୍ରାପୁରକାର ୧୯୫୦ ରେ ମହାରାଷ୍ଟ୍ର ର ଅହମଦନଗର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନ ରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ର ପ୍ରକଟ କରିଥିଲେ । [[ପୁନେ]] ବିଶ୍ୱବିଦ୍ୟାଳୟ ରୁ ଇତିହାସ ରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତ ରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବ ରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦେଶକ ଗୋବିନ୍ଦ ନିହାଲାନି ଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ ) ରେ ପ୍ରଥମ କରି ଫିଲ୍ମ ଜଗତ ରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନ ରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ।
କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷା ରେ ୩୦୦ ରୁ ଉର୍ଦ୍ଧ ଫିଲ୍ମ ରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି ,
ସଦାଶିବ ଜଣେ ସାମାଜିକ କର୍ମୀ ତଥା ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହର ରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ ଙ୍କ ସହ ମିଶି ସେ ସମାଜ ର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।
|