"ବ୍ୟାଡ଼ମିଣ୍ଟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
 
== ଇତିହାସ ==
ଶତାବ୍ଦୀ ଶତାବ୍ଦୀ ଧରି ପରଯୁକ୍ତ କକ୍ କୁ ବ୍ୟବହାର କରି [[ୟୁରେସିଆ]]ରେ ଖେଳ ହୋଇ ଆସୁଥିଲା କିନ୍ତୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଏହି ଆଧୁନିକ ବ୍ୟାଡମିଣ୍ଟନ ଖେଳର ଉନ୍ନତି ହୋଇଥିଲା । ଏହି ଖେଳ ବ୍ରିଟିଶମାନଙ୍କ ପୂର୍ବରୁ ଖେଳାଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି । <ref>{{cite web|last=ଖେଳରୁ ଉନ୍ନତ କରାଯାଇଛି|first=ଏହି ଖେଳ ବ୍ରିଟିଶ ମାନଙ୍କ ପୂର୍ବରୁ|title=Badminton|url=https://en.wikipedia.org/wiki/Badminton|accessdate=7 January 2017|language=English}}</ref> ଏହାର ପ୍ରକୃତ ମୂଳଦୁଆ ଦୁର୍ବୋଧ୍ୟ ଅଟେ । ଏହି ଖେଳର ନାମ Duke of Beaufort ର Gloucestershire ରେ [[ବ୍ୟାଡମିଣ୍ଟନ ହାଉସ]] ରୁ ଆସିଅଛି କିନ୍ତୁ କେବେ ଓ କ'ଣ ପାଇଁ ଆସିଛି ଏପର୍ଯ୍ୟନ୍ତ ଅସ୍ପଷ୍ଟ।କର୍ଣ୍ଣ ହିଲ୍ ମଗାଜିନ ରେ ବର୍ଣ୍ଣନା କରାଯାଇଛି କି battledore and shuttlecock ଖେଳ ଯେପରି ଦୁଇ ପକ୍ଷ ଦଳ
 
==ଆଧାର==