"ପଶ୍ଚିମେଶ୍ୱର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
No edit summary |
||
୧ କ ଧାଡ଼ି:
{{Infobox Hindu temple|name=
'''ପଶ୍ଚିମେଶ୍ଵର ଶିବ ମନ୍ଦିର''', ଭାରତୀୟ ରାଜ୍ୟ [[ଓଡିଶା]] ର [[ଭୁବନେଶ୍ଵର]] ର ପୁରାତନ ଅଂଶ ରେ ଥିବା ବଡୁ ସାହି ରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ୮ ମ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ଏହି ମନ୍ଦିର ର ମୁଖ୍ୟ ଦେଉଳ ବହୁ କାଳ ରୁ ଭୂମିଷ୍ଠ ହେଇଯାଇଛି । ତେବେ ଏଥିରୁ ବିଚ୍ଛିନ୍ନ ହେଇ ରହିଥିବା କର୍ତିକେୟ , [[ଗଣେଶ]] , [[ପାର୍ବତୀ]] ଓ [[ନରସିଂହ]] ମୂର୍ତି ରୁ ଏହାର ନିର୍ମାଣ କାଳ ବିଷୟ ରେ ସୂଚନା ମିଳିଥାଏ । ବର୍ତମାନ [[ଶିବ]] ଲିଙ୍ଗ ମଧ୍ୟ ଏକ ପଥର ସ୍ତୂପ ଉପରେ ରହିଛି । ଲିଙ୍ଗା ନିକଟକୁ ଯାଉଥିବା ପ୍ରସ୍ତର ସୋପାନ ମଧ୍ୟ ରହିଛି । == ଅବସ୍ଥିତି ==
|