"ପଶ୍ଚିମେଶ୍ୱର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Paschimesvara Siva Temple"
 
No edit summary
୧ କ ଧାଡ଼ି:
{{Infobox Hindu temple|name=Paschimesvara Siva Temple|pushpin_map=India Orissa|latm=14|latd=20|longm=50|longd=85|lats=46|longs=02|map_caption=Location in Orissa|country=[[India]]|state=[[Orissa, India|Orissa]]|locale=[[Bhubaneswar]]|elevation_m=18|coordinates_region=IN|coordinates_display=title|primary_deity=[[Mahishamardini]]|architecture=Kalingan Style ([[Kalinga Architecture]])|date_built=8th century A.D.}}'''ପଶ୍ଚିମେଶ୍ଵର ଶିବ ମନ୍ଦିର''', ଭାରତୀୟ ରାଜ୍ୟ [[ଓଡିଶା]][[ଭୁବନେଶ୍ଵର]] ର ପୁରାତନ ଅଂଶ ରେ ଥିବା ବଡୁ ସାହି ରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ୮ ମ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ଏହି ମନ୍ଦିର ର ମୁଖ୍ୟ ଦେଉଳ ବହୁ କାଳ ରୁ ଭୂମିଷ୍ଠ ହେଇଯାଇଛି । ତେବେ ଏଥିରୁ ବିଚ୍ଛିନ୍ନ ହେଇ ରହିଥିବା କର୍ତିକେୟ , [[ଗଣେଶ]] , [[ପାର୍ବତୀ]][[ନରସିଂହ]] ମୂର୍ତି ରୁ ଏହାର ନିର୍ମାଣ  କାଳ ବିଷୟ ରେ ସୂଚନା ମିଳିଥାଏ । ବର୍ତମାନ [[ଶିବ]] ଲିଙ୍ଗ ମଧ୍ୟ ଏକ ପଥର ସ୍ତୂପ ଉପରେ ରହିଛି । ଲିଙ୍ଗା ନିକଟକୁ ଯାଉଥିବା ପ୍ରସ୍ତର ସୋପାନ ମଧ୍ୟ ରହିଛି । 
 
== ଅବସ୍ଥିତି ==
ଏହି ମନ୍ଦିର ର ଭୌଗୋଳିକ ଅବସ୍ଥିତି t-20°14'46'', Long-85°50'02''. ଠାରେ ରହିଛି । ଏହା [[ବିନ୍ଦୁସାଗର]] ପୁଷ୍କରିଣୀ ର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ । ଏହା ସମୁଦ୍ରପତ୍ତାନ ଠାରୁ ୬୧ ଫୁଟ ଉପରେ ରହିଛି । 
 
== ତାପ୍ତର୍ଜ୍ୟ ==
ମୁଖ୍ୟ ମନ୍ଦିର ଭଗ୍ନ ହେଇଥିଲେ ମଧ୍ୟ ଏଠାରେ ରୀତି ଅନୁସାରେ ପୂଜା ଅର୍ଚନା ହେଇଥାଏ । [[ଶିବରାତ୍ରି]] , ମକର ସଙ୍କ୍ରାନ୍ତି ପରି ପର୍ବ ମଧ୍ୟ ପାଳନ କରାଯାଇଥାଏ । 
 
== ଆଧାର ==