"ଖିଚିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୨ କ ଧାଡ଼ି:
 
== କୀଚକେଶ୍ଵରୀ ମନ୍ଦିର ==
ଖିଚିଂରେ ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ ଏହିକୀଚକେଶ୍ଵରୀ କୀଚକେଶ୍ଵରୀଙ୍କଦେବୀଙ୍କ ଏକ ମନ୍ଦିର ରହିଛି । ଏହା ୯୨୦ରୁ ୯୨୬ ମସିହା ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କ ଦ୍ଵାରା ନିର୍ମିତ । ଦେବୀ କୀଚକେଶ୍ଵରୀ ଭଞ୍ଜବଂଶୀୟ ରାଜାଙ୍କ ଇଷ୍ଟଦେବୀ ଥିଲେ ।<ref>http://odisha.gov.in/e-magazine/Orissareview/2011/sep-oct/engpdf/28-30.pdf</ref> ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ ମହାରାଜା [[ପ୍ରତାପ ଚନ୍ଦ୍ର ଭଞ୍ଜଦେଓ]]ଙ୍କ ଦ୍ଵାରା ୧୯୩୪-୧୯୪୨ ମସିହା ଭିତରେ ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ଵାରା ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
 
== ପଥର କାର୍ଯ୍ୟ ==
"https://or.wikipedia.org/wiki/ଖିଚିଂ"ରୁ ଅଣାଯାଇଅଛି