"ଖିଚିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୫ କ ଧାଡ଼ି:
 
== ପଥର କାର୍ଯ୍ୟ ==
ଖିଚିଂ ପଥରକାମ ପାଇଁ ଜଣାଶୁଣା । କୀଚକେଶ୍ଵରୀ ମନ୍ଦିରରେ ଆଞ୍ଚଳିକ କାରିଗରଙ୍କ ପଥର କାର୍ଯ୍ୟରପଥରକାମ ନିଦର୍ଶନଦେଖିବାକୁ ମିଳେମିଳିଥାଏ । ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ୧୯୪୦ ଦଶକରେ ଶେଷ ହେବା ପରେ ଆଞ୍ଚଳିକ ପଥର କାରିଗରମାନେ କାମ ଅଭାବରୁ ଜୀବିକା ନିର୍ବାହ କରିବାକୁ ଅକ୍ଷମ ହୋଇଥିଲେହେଉଥିଲେ । କଳାକାରଙ୍କ ଦୂରାବସ୍ଥାକୁ ବୁଝିପାରି ତତ୍କାଳୀନ ମହାରାଜା ସେମାନଙ୍କ ପାଇଁ ଖିଚିଂଠାରେ ଏକ ସୋସାଇଟି ପ୍ରସ୍ତୁତ କରିଥିଲେ । ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ପଥରରେ ମୃର୍ତ୍ତି ନିର୍ମାଣ କରି କାରିଗରମାନେ ଏହି ସୋସାଇଟିକୁ ବିକ୍ରୀ କରି ଜୀବିକା ନିର୍ବାହ କରୁଥିଲେ । ସୋସାଇଟି ମୂର୍ତ୍ତୀମୂର୍ତ୍ତି ଗୁଡିକ ବିକିବା ବ୍ୟବସ୍ଥା କରୁଥିଲା । [[ଓଡ଼ିଶା ସରକାର|ରାଜ୍ୟ ସରକାର]] ୧୯୭୮ ମସିହାରେ ଏହି ସୋସାଇଟି ଅଧୀନରେ ଏକ ପଥର ଖୋଦେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏଠାରୁ ତାଲିମ ନେଇ ବହୁ ଶିଳ୍ପୀ ଦେଶ ବିଦେଶରେ ନାଁ କରିଛନ୍ତି । ସରକାରୀ ଉଦାସୀନତା ଯୋଗୁ ଏହି କେନ୍ଦ୍ରଟି ୨୦୦୬ ମସିହାରୁ ବନ୍ଦ ହୋଇ ଯାଇଛି ।<ref>{{cite news|title=ଖିଚିଂ ପଥର ଖୋଦେଇ ତାଲିମ କେନ୍ଦ୍ରରେ ତାଲା|url=http://odishanewsnitidin.com/index.php?ID=20&PubId=4&schedule=2016-09-18&PageId=11259&PageNum=3|accessdate=19 September 2016|newspaper=ନିତିଦିନ ୧୯/୦୯/୨୦୧୬ ପୃଷ୍ଠା ୩}}</ref>
 
== ଆଧାର ==
"https://or.wikipedia.org/wiki/ଖିଚିଂ"ରୁ ଅଣାଯାଇଅଛି