"ଖିଚିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସ୍ପୋକନ ଉଇକିପିଡ଼ିଆ ରେକର୍ଡ଼ିଂ କରିବା ପାଇଁ ଲିଖନଶୈଳୀରେ କିଛି ବଦଳାଗଲା
୫୯ କ ଧାଡ଼ି:
 
== ଅବସ୍ଥିତି ==
ଖିଚିଂ [[ବାଲେଶ୍ଵର]]ଠାରୁ ୧୯୦ କିମି ଓ [[ବାରିପଦା]]ଠାରୁ ୧୩୦ କିମି ଦୂରତ୍ଵରେ ଅବସ୍ଥିତଦୂର । କରଞ୍ଜିଆ, ଜସିପୁର, ରାୟରଙ୍ଗପୁର ଓ [[କେନ୍ଦୁଝର]]ଠାରୁ ଖିଚିଂକୁ ନିୟମିତ ବସ ଚାଲିଥାଏ । କେନ୍ଦୁଝର, ଟାଟା ନଗର, ବାରିପଦା ଓ ବାଲେଶ୍ଵର ରେଳଷ୍ଟେସନ ଆଦି ଏହାର ପାଖାପାଖି ରେଳଷ୍ଟେସନ । ଭୁବନେଶ୍ଵର, କଲିକତା, ଜାମସେଦପୁର ଓ ରାଞ୍ଚି ଏୟାରପୋର୍ଟ ଖିଚିଂର ପାଖାପାଖି ବିମାନବନ୍ଦର ।
 
== କୀଚକେଶ୍ଵରୀ ମନ୍ଦିର ==
"https://or.wikipedia.org/wiki/ଖିଚିଂ"ରୁ ଅଣାଯାଇଅଛି