୧
ଟି ସମ୍ପାଦନା
(ଛାଞ୍ଚ:CO2 {{CO2|link=yes}}) |
(replace inaccurate image - see Commons:Deletion_requests/File:Diagrama_de_los_pulmones.svg) |
||
* H<sub>2</sub>CO<sub>3</sub> → H<sup>+</sup> + HCO{{su|b=3|p=−}}
ଆଲଭିଓଲାଇହିଁ ଶ୍ଵାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ <ref name="s-cool">{{Cite web| title= Gas Exchange in humans| url=http://www.s-cool.co.uk/a-level/biology/gas-exchange/revise-it/gas-exchange-in-humans| accessdate= 19 March 2013}}</ref> । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତି ଦ୍ଵାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।
[[File:
== ଆଧାର ==
|
ଟି ସମ୍ପାଦନା