"ମାର୍କୋ ପୋଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
| children = Fantina, Bellela and Moretta
| parents = Mother: Nicole Anna Defuseh

Father: [[Niccolò Polo]]

}}ମାର୍କୋ ପୋଲୋ''' p''' ([[File:Speakerlink-new.svg|ଲିଙ୍କ=//upload.wikimedia.org/wikipedia/commons/e/e6/En-us-marco_polo.ogg|11x11_ପିକସେଲ|Listen]]i[[ଉଇକିପିଡ଼ିଆ:IPA for English|/ˈmɑːrkoʊ ˈpoʊloʊ/]]{{IPAc-en|ˈ|m|ɑr|k|oʊ|_|ˈ|p|oʊ|l|oʊ|audio=en-us-marco polo.ogg}} {{IPA-it|ˈmarko ˈpɔːlo}}; 1254-1324)[Main_Page#cite_note-FOOTNOTEBergreen2007340.E2.80.93342-1 <nowiki>[1]</nowiki>] ଜଣେ ଇଟାଲୀୟ ବ୍ୟବସାୟୀ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟ ର ନାଗରିକ ଥିଲେ । ସେ କେନ୍ଦ୍ର ଏସିଆ ଓ ଚୀନ ଦେଶ କୁ ପରିଭ୍ରମଣ ରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକ ରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀ ରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମ ରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆ ରେ ଏଉରୋପୀୟ ମାନେ ପ୍ରଥମ କରି ଏସିଆ ମହାଦେଶ ର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟ ରେ ବିଶଦ ଭାବରେ ଜ୍ଞାତ ହେଇଥିଲେ ।

''' ମାର୍କୋ ପୋଲୋ '''

ମାର୍କୋ ପୋଲୋ ଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନ ଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହା ରେ ଭେନିସ କୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋ ଙ୍କୁ ସାଙ୍ଗରେ ନେଇ ଏସିଆ କୁ ଅନନ୍ୟ ଯାତ୍ରା ରେ ଗଲେ ଓ ପୁଣି ଭେନିସ କୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧ ରେ ବ୍ୟାପ୍ତ ଥିଲା । ମାର୍କୋ ଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣ ର କାହାଣୀ ତାଙ୍କର  ଏକ ସାଥି କଇଦି ଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହା ରେ ଜୈଲ ରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3 ଟି ସନ୍ତାନ ର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହା ରେ ଭେନିସ ଠାରେ ହେଇଥିଲା ।