"ମାଇକ୍ରୋମିଟର (ଉପକରଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Mahr_Micromar_40A_0-25mm_Micrometer.jpg with File:Mahr_Micromar_40A_0–25_mm_Micrometer.jpg (by CommonsDelinker because: File renamed: [[:commons:COM:FR#reasons|File renaming criterion #1
୧ କ ଧାଡ଼ି:
{{about|ମାପିବା ପାଇଁ ବ୍ୟବହୃତ ଉପକରଣ |ଦୂରତାର ଏକକ ପାଇଁ|ମାଇକ୍ରୋମିଟର}}
[[Image:Mahr Micromar 40A 0-25mm0–25 mm Micrometer.jpg|250px|right|thumb|ଆଧୁନିକ ମାଇକ୍ରୋମିଟର (୧.୬୪ ମିଲିମିଟର)]]
 
କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା '''ମାଇକ୍ରୋମିଟର''' ({{lang-en|micrometer}}; {{IPAc-en|m|aɪ|ˈ|k|r|ɒ|m|ɨ|t|ər}}) । ଏହାକୁ '''ମାଇକ୍ରୋମିଟର ସ୍କୃ-ଗଜ୍''' ମଧ୍ୟ କୁହାଯାଇଥାଏ ।