"ନୈନିତାଲ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୧ କ ଧାଡ଼ି:
ରାମଗଢ଼ରେ ସେଓ ବିଗିଚା ଦେଖିବାକୁ ବେଶ୍‍ ଆକର୍ଷଣୀୟ ଲାଗିଥାଏ । ନୈନିତାଲଠାରୁ ଏହା ୨୬ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ରବୀନ୍ଦ୍ରନାଥ ଟାଗୋର ‘ଗୀତିଞ୍ଜଳୀ’ର ରଚନା ଏହି ସ୍ଥାନରୁ କରିଥିଲେ ।
==== ମୁକ୍ତେଶ୍ୱର ====
ଏହି ରମଣୀୟ ସ୍ଥଳ ନୈନିତାଲଠାରୁ ୫୨ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନରୁ ହିମାଳୟରhj ବରଫ ଆଚ୍ଛାଦିତ ଶିଖର ବହୁତ ଆକର୍ଷଣୀୟ ଲାଗେ । ଏଠାରେ ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନର ମୁଖ୍ୟ କାର୍ଯ୍ୟାଳୟ ରହିଛି ।
 
=== ଗମନା ଗମନ ===
ଏଠାରୁ ନିକଟତମ ରେଳ ଷ୍ଟେସନ ହେଉଛି କାଠଗୋଦାମ, ଯାହା ନୈନିତାଲଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ । କାଠଗୋଦାମଠାରୁ ନିୟମିତ ବସ୍‍ ଏବଂ ଟାକ୍ସି ସେବା ଉପଲବ୍ଧ ରହିଛି । ନୈନିତାଲ ପହଞ୍ଚିବା ପାଇଁ ଅନ୍ୟ ଏକ ରେଳ ଷ୍ଟେସନ ଲାଲକୁଅାଁ ମଧ୍ୟ ରହିଛି । ଲାଲକୁଅାଁ ନୈନିତାଲଠାରୁ ୫୩ କିଲୋମିଟର ଦୂରରେ ଅବସ୍ଥିତ । ନିକଟସ୍ଥ ରାଜ୍ୟମାନଙ୍କ ଭିତରେ ନୈନିତାଲ ପାଇଁ ସ୍ୱତନ୍ତ୍ର ବସସେବା ରହିଛି ।
 
== ଆହୁରି ପଢନ୍ତୁ ==
== ଆଧାର ==
"https://or.wikipedia.org/wiki/ନୈନିତାଲ୍"ରୁ ଅଣାଯାଇଅଛି