"ବ୍ୟାଡ଼ମିଣ୍ଟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧ କ ଧାଡ଼ି:
[[ଡେନମାର୍କ]] ରେ ଏହି ଖେଳ ପ୍ରଧାନ ଅଟେ କିନ୍ତୁ ଏହା [[ଏସିଆ]]ରେ ଲୋକପ୍ରିୟ ଅଟେ, ୧୯୯୨ ମସିହା ଠାରୁ ବ୍ୟାଡମିଣ୍ଟନକୁ [[ସମର୍ ଅଲମ୍ପିକ୍ ସ୍ପୋର୍ଟସ୍]] ରେ ପାଞ୍ଚ ପ୍ରକାରରେ ଖେଳାଯାଏ ଯଥା:- men's singles, women's singles, men's singles, women's doubles and mixed doubles।ଉଚ୍ଚକୋଟିର ବ୍ୟାଡମିଣ୍ଟନ ଖେଳରେ ଖେଳାଳୀ ଶରୀରରେ ଦମ୍ ଥିବା ଦରକାର, ସେ କ୍ଷୀପ୍ର ହୋଇଥିବା ଦରକାର,ତା ଶରୀରରେ ତାକତ୍ ଥିବା ଦରକାର।ଏହା ଏକ ପାରିଭାଷିକ ଖେଳ ଓ ଏହି ଖେଳରେ ଭଲ ଭାବେ ଗତି କରି ପାରୁଥିବା ରେକେଟ ଦରକାର।
==ଇତିହାସ==
ଶତାବ୍ଦୀ ଶତାବ୍ଦୀ ଧରି ପରଯୁକ୍ତ କକ୍ କୁ ବ୍ୟବହାର କରି [[ୟୁରେସିଆ]]ରେ ଖେଳ ହୋଇ ଆସୁଥିଲା କିନ୍ତୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଏହି ଆଧୁନିକ ବ୍ୟାଡମିଣ୍ଟନ ଖେଳର ଉନ୍ନତି ହୋଇଥିଲା।ଏହି ଖେଳ ବ୍ରିଟିଶମାନଙ୍କ ପୂର୍ବରୁ ଖେଳାଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି।ଏହାର ପ୍ରକୃତ ମୂଳଦୁଆ ଦୁର୍ବୋଧ୍ୟ ଅଟେ।ଏହି ଖେଳର ନାମ Duke of Beaufort ର Gloucestershire ରେ [[ବ୍ୟାଡମିଣ୍ଟନ ହାଉସ]] ରୁ ଆସିଅଛି।ଆସିଅଛି କିନ୍ତୁ କେବେ ଓ କ'ଣ ପାଇଁ ଆସିଛି ଏପର୍ଯ୍ୟନ୍ତ
[[ଶ୍ରେଣୀ:ଖେଳ]]