"ବ୍ୟାଡ଼ମିଣ୍ଟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
| olympic = 1992{{snds}}present
}}
'''{{PAGENAME}}''' ଏକ [[ରେକେଟ]] ଖେଳ।ଏହି ଖେଳକୁ ଏକ ଜାଲି ଉପରେ ରେକେଟ ଦ୍ବାରା [[ପରଯୁକ୍ତ କକ୍]] କୁ ମାରି ଖେଳାଯାଏ।ଯଦିଓ ଏହି ଖେଳ ବଡ଼ ଦଳ ସହ ଖେଳା ଯାଇପାରିବ, ତଥାପି ଏହିଖେଳାଯାଏ।ଏହି ଖେଳର ନିୟମ ହେଉଛି ସିଙ୍ଗଲସ୍ (ଗୋଟିଏ ଦଳ ପ୍ରତି ଗୋଟିଏ ଖେଳାଳୀ) ଓ ଡବଲସ୍ (ଗୋଟିଏ ଦଳ ପ୍ରତି ଦୁଇଟି ଖେଳାଳୀ)।ଏହି ଖେଳ ସାଧାରଣତଃ ଘର ବାହାରେ ଖେଳାଯାଏ।ନିୟମ ଅନୁଯାୟୀ ଏହି ଖେଳ ଏକ ୟାର୍ଡ଼ ଆୟତାକର କ୍ଷେତ୍ରରେ ଖେଳାଯାଏ।ପରଯୁକ୍ତ କକ୍ କୁ ରେକେଟ ରେ ମାରି ବିପରୀତ ଦଳ ପଟେ ଜମିରେ ଏବଂ ନିର୍ଦ୍ଧାରିତ ସୀମା ରେଖା ମଧ୍ୟରେ ପକାଇ ପାରିଲେ ଏକ ପଏଣ୍ଟ ହିସାବ କରାଯାଏ।
ପ୍ରତ୍ୟେକ ଦଳ ଜାଲି ଉପରେ ବିପରୀତ ଦଳକୁ କକ୍ ପଠେଇବା ପୂର୍ବରୁ କେବଳ ଥରେ ମାତ୍ର ରେକେଟ ରେ ତାକୁ ମାରି ପାରିବେ।ଯେତେବେଳେ କକ୍ ଟି ଭୁଇଁରେ ପଡ଼େ ନିର୍ଣ୍ଣେତା ,ସର୍ଭିସ୍ ବିଚାରକଙ୍କ ଦ୍ଵାରା ଭୁଲ୍ ନିଷ୍ପତି ଶୁଣାଯାଏ କିମ୍ବା ବିପରୀତ ଦଳ ଅନୁପସ୍ଥିତ ଥା'ନ୍ତି, ସେତେବେଳେ ଖେଳକୁ ସ୍ଥଗିତ ରଖାଯାଏ।
ଏହି ଖେଳରେ ବ୍ୟବହୃତ କକ୍ ଟି ପରଯୁକ୍ତ ଅଟେ ଏବଂ ଏହା ଏକ ଦୂରଭେଦୀ [[ପ୍ଲାଷ୍ଟିକ]] ଅଟେ।ପ୍ରକୃତରେ କକ୍ ର ଏହି ପର ବହୁ ଉଚ୍ଚକୁ ଟାଣି ହେବାରେ କକ୍ କୁ ସାହାଯ୍ୟ କରେ ଏବଂ ଶୀଘ୍ର ଗତି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଅନ୍ୟ ରେକେଟ ଖେଳରେ ବ୍ୟବହୃତ ଵଲ୍ ତୁଳନାରେ ଏହି କକ୍ ର ଗତି ବହୁ ତୀବ୍ର ଅଟେ। ଏହି ଖେଳକୁ ବ୍ରିଟିଶ ଭାରତରେ ପୂର୍ବରୁ ଖେଳା ଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି।