"ହୟଗ୍ରୀବ ମାଧବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox Hindu temple|name=Hayagriva Madhava Temple|image=হয়গ্ৰীৱ মাধব মন্দিৰ, হাজো.jpg|image_size=250|caption=Hayagriva Madhava Temple|map_size=250|country=[[India]]|state/province=[[Assam]]|district=[[Kamrup Rural district|Kamrup]]|locale=[[Hajo]]|primary_deity=[[Jagannath]], [[Buddha]]|important_festivals=Doul Utsav, [[Bihu]], [[Janmastami]]|creator=Urbarishi <br></table>Reconstructed by: Raghudeva Narayan}}'''ହୟଗ୍ରୀବ ମାଧବ ମନ୍ଦିର''' ({{lang-as|হয়গ্ৰীৱ মাধৱ মন্দিৰ}})  ଭାରତୀୟ  ରାଜ୍ୟ ଆସାମ ର ରାଜଧାନୀ ଗୁଆହାଟି<ref name="bharatonline1" /> ଠାରୁ 30 କିଲୋମିଟର ପଶ୍ଚିମ କୁ ରହିଥିବା ହଜି ନାମକ ସ୍ଥାନ ର ମୋନିକୁଟ ପାହାଡ <ref name="bharatonline1">{{cite web|url=http://www.bharatonline.com/assam/hajo/hayagriva-temple.html |title=Hayagriva Madhava Temple - Hayagriva Madhava Temple Hajo, Hayagriva Madhava Temple Assam |publisher=Bharatonline.com |date= |accessdate=2013-04-23}}</ref> ରେ ଅବସ୍ଥିତ । ବର୍ତମାନ ର ମନ୍ଦିର 1583 ମସିହା<ref>{{cite web|author=MustSeeIndia.com |url=http://www.mustseeindia.com/Hajo-Hayagriva-Madhava-Temple/attraction/19063 |title=Hajo: Hayagriva Madhava Temple, Hajo Tourist Places to Visit for |publisher=Mustseeindia.com |date= |accessdate=2013-04-23}}</ref> ରେ ରାଜା ଟଘୁଦେବା ନାରାୟଣ ଙ୍କ ଦ୍ଵାର ନିର୍ମିତ ହେଇଥିଲା । ଏଇତିହାସିକ ମାନଙ୍କ ସୂତ୍ର ଅନୁସାରେ ପାଲ ବଂଶ ର ରାଜା ମାନେ 6 ଷ୍ଠ ଶତାବ୍ଦୀ ରେ ସେଠାରେ ମୂଳ ମନ୍ଦିର ନିର୍ମାଣ କରିଥିଲେ । 
== ମନ୍ଦିର ଓ ସ୍ଥାପତ୍ୟ ଶୈଳୀ  ==
 
ଏହା ଏକା ପ୍ରସ୍ତର ନିର୍ମିତ ମନ୍ଦିର । ଏଠାରେ ହୟଗ୍ରୀବ ମାଧବ ଙ୍କ ପ୍ରତିମୂର୍ତି ରହିଛି । କେତେକ ବୌଦ୍ଧ ଙ୍କ ବିଶ୍ଵାସ ଯେ ଭଗବାନ ବୁଦ୍ଧ  ନିର୍ବାଣ ପ୍ରାପ୍ତ ହେଲା ସ୍ଥାନ ରେ ମନ୍ଦିର ନିର୍ମିତ ହେଇଥିଲା । ଏହା ସେ ସମୟ ରେ ସର୍ବାଧିକ ବିଖ୍ୟାତ ହିନ୍ଦୁ ମନ୍ଦିର ରହିଥିଲା । ଏହି ବିଇଶାଳ ମନ୍ଦିର ରେ ଭଗବାନ ବିଷ୍ଣୁ ଙ୍କ ନରସିଂହ ଅବତାର କୁ ପୂଜା କରାଯାଇଥାଏ । ମନ୍ଦିର କାନ୍ଥ ରେ ଅନେକ ଧାଡି ହାତୀ ପ୍ରତିମୂର୍ତି ରହିଥାଏ । ପ୍ରାଚୀନ ଆସାମୀୟ ସ୍ଥାପତ୍ୟ କଳା ଅନୁସାରେ ମନ୍ଦିର ନିର୍ମିତ ହେଇଥିଲା । ଏହି ମନ୍ଦିର ନିକଟ ରେ ଏକା ବିଶାଳ ପୁଷ୍କରିଣୀ ରହିଛି , ଯାହାକୁ ମାଧବ ପୁଖରୀ କୁହାଯାଏ । 
 
 
== ପର୍ବ ପାଳନ  ==
ଏଠାରେ ଡଉଲ , ବିହୁ ଓ ଜନ୍ମାଷ୍ଟମୀ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହା  ଉଭୟ ହିନ୍ଦୁ ଓ ବୌଦ୍ଧ ମାନେ ଉପାସନା କରିଥିବା ଏକ ବିରଳ ପିଠ । ଦୂର ଦୂରାନ୍ତ ସ୍ଥାନ ରୁ ବୌଦ୍ଧ ଭିକ୍ଷୁ ମାନେ ଏଠାକୁ ଆସି ଉପାସନା କରିଥାନ୍ତି । ଆହୋମ ରାଜା କମଲେଶ୍ଵର ଙ୍କ ସମୟ ରେ ରାଜା ଙ୍କ ପ୍ରଥମ ପତ୍ନୀ ଶୟାନୀ ମନ୍ଦିର ପାଇଁ ଭୂମି ପ୍ରଦାନ କରିଥିଲେ ।