"ବ୍ୟାଡ଼ମିଣ୍ଟନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୯ କ ଧାଡ଼ି:
ପ୍ରତ୍ୟେକ ଦଳ ଜାଲି ଉପରେ ବିପରୀତ ଦଳକୁ କକ୍ ପଠେଇବା ପୂର୍ବରୁ କେବଳ ଥରେ ମାତ୍ର ରେକେଟ ରେ ତାକୁ ମାରି ପାରିବେ।ଯେତେବେଳେ କକ୍ ଟି ଭୁଇଁରେ ପଡ଼େ ନିର୍ଣ୍ଣେତା ,ସର୍ଭିସ୍ ବିଚାରକଙ୍କ ଦ୍ଵାରା ଭୁଲ୍ ନିଷ୍ପତି ଶୁଣାଯାଏ କିମ୍ବା ବିପରୀତ ଦଳ ଅନୁପସ୍ଥିତ ଥା'ନ୍ତି, ସେତେବେଳେ ଖେଳକୁ ସ୍ଥଗିତ ରଖାଯାଏ।
ଏହି ଖେଳରେ ବ୍ୟବହୃତ କକ୍ ଟି ପରଯୁକ୍ତ ଅଟେ ଏବଂ ଏହା ଏକ ଦୂରଭେଦୀ [[ପ୍ଲାଷ୍ଟିକ]] ଅଟେ।ପ୍ରକୃତରେ କକ୍ ର ଏହି ପର ବହୁ ଉଚ୍ଚକୁ ଟାଣି ହେବାରେ କକ୍ କୁ ସାହାଯ୍ୟ କରେ ଏବଂ ଶୀଘ୍ର ଗତି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଅନ୍ୟ ରେକେଟ ଖେଳରେ ବ୍ୟବହୃତ ଵଲ୍ ତୁଳନାରେ ଏହି କକ୍ ର ଗତି ବହୁ ତୀବ୍ର ଅଟେ। ଏହି ଖେଳକୁ ବ୍ରିଟିଶ ଭାରତରେ ପୂର୍ବରୁ ଖେଳା ଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି।
[[ଡେନମାର୍କ]] ରେ ଏହି ଖେଳ ପ୍ରଧାନ ଅଟେ କିନ୍ତୁ ଏହା [[ଏସିଆ]]ରେ ଲୋକପ୍ରିୟ ଅଟେ, ୧୯୯୨ ମସିହା ଠାରୁ ବ୍ୟାଡମିଣ୍ଟନକୁ [[ସମର୍ ଅଲମ୍ପିକ୍ ସ୍ପୋର୍ଟସ୍]] ରେ ପାଞ୍ଚଟିପାଞ୍ଚ ଇଭେଣ୍ଟପ୍ରକାରରେ ସହିତ ଖେଳାଯାଏ ଯଥା:- men's singles, women's singles, men's singles, women's doubles and mixed doubles।
[[ଶ୍ରେଣୀ:ଖେଳ]]