"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
ଟିକେ ସଜାଣି
୧ କ ଧାଡ଼ି:
{{ଛୋଟ|Taj Mahal}}
{{Infobox Historic Site
| name = ତାଜମହଲ
| image = Taj Mahal, Agra, India edit3N-UP-A28-a.jpg
| native_language = تاج محل
| caption = <!--no caption needed per guidelines-->
| image = Taj Mahal, Agra, India edit3.jpg
| image_size = 250px
| caption = ତାଜମହଲର ଦକ୍ଷିଣ ଭାଗ
| designation1 = WHS
| designation1_date = [[List of World Heritage Sites by year of inscription#1983 (7th session)|1983]] <small>(7th [[World Heritage Committee|session]])</small>
| designation1_number = [http://whc.unesco.org/en/list/252 252]
| designation1_criteria = (i)
| designation1_type = ସାଂସ୍କୃତିକCultural
| designation1_free1name = State Party
| designation1_free1value = {{IND}}[[ଭାରତ]]
| designation1_free2name = ଅଞ୍ଚଳRegion
| designation1_free2value = [[List of World Heritage Sites in Asia|Asia-Pacific]]
| location = [[ଆଗ୍ରା]], [[ଉତ୍ତର ପ୍ରଦେଶ]], ଭାରତ
| height = {{convert|73|m|ft|abr=on}}
| elevation = 171 m (561 ft)
| built = 1632–53<ref>{{cite book
| built = ୧୬୩୨–୧୬୫୩{{Citation needed|date=April 2010}}
| last =Dutemple
| architect = [[ଉସ୍ତାଦ ଅହମଦ ଲାହୌରି]]<!--[[Ustad Ahmad Lahauri]]-->
| first =Lesley A
| architecture = [[ମୋଗଲ ସ୍ଥପତ୍ୟ]]<!--[[Mughal architecture|Mughal]]-->
| authorlink =
| latitude = 27.174799
| coauthors =
| longitude = 78.042111
| title =The Taj Mahal
| publisher = Lerner Publications Co
| year =2003
| location =
| page =32
| url =https://books.google.com/books?id=J--NBIJ55AMC&printsec=frontcover
| doi =
| isbn =0-8225-4694-9
| accessdate =7 February 2015}}</ref>
| architect = [[ଉସ୍ତାଦ ଅହମଦ ଲାହୌରି]]<!--[[Ustad Ahmad Lahauri]]-->
| architecture = ମୋଗଲ ସ୍ଥାପତ୍ୟ
| lat_degrees = 27
| lat_minutes = 10
| lat_seconds = 30
| lat_direction = N
| long_degrees = 78
| long_minutes = 02
| long_seconds = 31
| long_direction = E
| locmapin = India
| map_caption = ଭାରତରେ ଆଗ୍ରାର ଅବସ୍ଥାନ
| map_caption =
| coord_display = inline, title
| visitation_num = 7–8&nbsp;million<ref name="indiatimes">{{cite news|url=http://articles.economictimes.indiatimes.com/2015-11-29/news/68644851_1_agra-circle-taj-mahal-asi|title=Archaeological Survey of India Agra working on compiling visual archives on Taj Mahal|date=29 November 2015|newspaper=The Economic Times|accessdate=16 January 2016}}</ref>
| visitation_num = ୩୦ ଲକ୍ଷରୁ ଅଧିକ
| visitation_year = ୨୦୦୩2014
}}
 
"ତାଜ ମହଲ". (ଉର୍ଦୁ/ଫାର୍ସି: '''تاج محل''') , {{IPA-hns|ˈt̪aːdʒ mɛˈɦɛl<!--/ə/ becomes [ɛ] when surrounding /h/-->|pron}}କୁ ‘‘ତାଜ’’ ("the Taj")<ref>[http://www.collinsdictionary.com/dictionary/english/taj taj]. CollinsDictionary.com. Collins English Dictionary - Complete & Unabridged 11th Edition. Retrieved November 14, 2012.</ref>) ବୋଲି ମଧ୍ୟ କୁହାଯାଏ। ଏହା ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ।କରାଯାଏ । ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।
 
ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। <ref>{{Cite journal|title=Review of Mughal Architecture: Its outline and its history|journal=[[The Journal of Asian Studies]]|first=Parween|last=Hasan|volume=53|date=November 1994|page=1301|issue=4|postscript=<!--None-->}}</ref><ref>Lesley A. DuTemple, "The Taj Mahal", Lerner Publishing Group (March 2003). pg 26: "The Taj Mahal, a spectacular example of Moghul architecture, blends Islamic, Hindu and Persian styles"</ref>
Line ୩୬ ⟶ ୫୪:
 
== ନିର୍ମାତା ==
ଏହାର ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ [[ଶାହଜାହାନ|ସାହାଜାହାନ]]। ସେ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ।କରିଥିଲେ । ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ।
 
ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୁରମୟୂର ସିଂହାସନ।ସିଂହାସନ ‘‘ପର୍ସିଆନ’’ନାମକ। ‘‘ପର୍ସିଆନ’’ ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।
 
== ନିର୍ମାଣର ଇତିହାସ ଓ ନାମ କରଣ ==
ତାଜ ମହଲ ଶବ୍ଦ [[ମମତାଜ ମହଲ]] ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ।ଝିଅ ସାହାଜାହାନ। ଶାହଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ସାହାଜାହାନଙ୍କୁଶାହଜାହାନଙ୍କୁ ଏ କଥା ଜଣାଇଲେ।ଜଣାଇଲେ । ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ଇହଲୀଳା ସମ୍ବରଣମୃତ୍ୟୁବରଣ କରିଥିଲେ।<ref name="Public Broadcasting Service">{{cite web|url=http://www.pbs.org/treasuresoftheworld/a_nav/taj_nav/main_tajfrm.html |title=Public Broadcasting Service |publisher=PBS |accessdate=2 February 2010}}</ref> ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ସାହାଜାହାନଙ୍କୁଶାହଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ : ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ସାହାଜାହାନଶାହଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। <ref name="Public Broadcasting Service"/> ତାଜମହଲର ନିର୍ମାଣ ୧୬୩୨ରେ ଆରମ୍ଭ ହୋଇଥିଲା।<ref name="TajMahalHistory">{{cite web|url=http://www.ourworldwonders.com/TajMahal/History.htm|title=Taj Mahal History}}</ref>
 
କୁହାଯାଏ ମମତାଜଙ୍କ ମୃତ୍ୟୁପରେ ବିଳାସୀ ସାହାଜାହାନଶାହଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ଅନ୍ତର୍ପ୍ରେରଣା।<ref>Muhammad Abdullah Chaghtai ''Le Tadj Mahal D'Agra (Hindi). Histoire et description'' (Brussels) 1938 p. 46.</ref><ref>'Abd al-Hamid Lahawri ''Badshah Namah'' Ed. Maulawis Kabir al-Din Ahmad and 'Abd al-Rahim u-nder the superintendence of Major W.N. Lees. Vol. I Calcutta 1867 pp384-9 ; Muhammad Salih Kambo ''Amal-i-Sal\lih or Shah Jahan Namah'' Ed. Ghulam Yazdani Vol.I (Calcutta) 1923 p. 275.</ref> ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ। ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। ସେଥିମଧ୍ୟରୁ ସମ୍ରାଟ ନିଜକୁ ସବୁଠାରୁ ଭଲ ଲାଗିଥିବା ନକ୍ସାକୁ ବାଛିଲେ ଓ ମୁକାରମତ ଖାଁ ଓ ମୀର ଅବଦୁଲ କରିମ ନାମକ ଦୁଇ କର୍ମଚାରିଙ୍କ ତତ୍ତ୍ୱାବଧାନରେ ତାଜ ମହଲର ନିର୍ମାଣ କାର୍ଯ୍ୟ ୧୬୩୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା।<ref name="TajMahalHistory"/> ମୁଖ୍ୟ ମହଲର ନିର୍ମାଣ କାର୍ଯ୍ୟ ୧୬୪୮ରେ ଶେଷ ହୋଇଥିଲେ ହେଁ ଆଖପାଖର ମହଲ ଓ ଉଦ୍ୟାନର ନିର୍ମାଣ ପରେ ଶେଷ ହେଲା। ପ୍ରଚୁର ଅର୍ଥବ୍ୟୟ କରି ସାହାଜାହାନ ଏହାକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟ ରୂପେ ଗଢ଼ି ତୋଳିବାର ଚେଷ୍ଟାରେ ସଫଳ ହୋଇଥିଲେ।
 
ତାଜ ମହଲ ନିର୍ମାଣରେ ପାରସ୍ୟ କାରିଗରୀ, ତଥା ମୋଗଲ କାରିଗରୀର ଉପଯୋଗ ଓ ଅଭିବୃଦ୍ଧି କରା ଯାଇଥିଲା। ତିମୁରିଦ ରାଜବଂଶ ଓ ଅନ୍ୟ କେତେକ ମୋଗଲ ଭବନ ଯଥା, ଗୁର-ଇ-ଅମିର (ସମରକନ୍ଦଠାରେ ଥିବା ମୋଗଲ ରାଜବଂଶର ଜନକ ତିମୁରଙ୍କ ସମାଧି),<ref>Chaghtai ''Le Tadj Mahal'' p. 146.</ref> ହୁମାୟୁନଙ୍କ ସମାଧି, ଇତମାଦ-ଉଦ-ଦୌଲାଙ୍କ ସମାଧି (କେହି କେହି ଏହାକୁ ଶିଶୁ ତାଜ କହନ୍ତି), ସାହାଜାହାନଙ୍କ ନିର୍ମିତ ଦିଲ୍ଲୀର ଜାମା ମସଜିଦ। ଯଦିଓ ପୂର୍ବତନ ମୋଗଲ ଭବନ ଗୁଡ଼ିକ ଅଧିକତର ଲୋହିତ ଶିଳା ଖଣ୍ଡରେ ନିର୍ମିତ ହୋଇଥିଲେ, ତାଜ ମହଲ ନିର୍ମାଣରେ ସାହା ଜାହାନ ଧଳା ଶଙ୍ଖ ମଲମଲ ପଥରରେ ମୂଲ୍ୟବାନ ପଥରର ଖୋଦେଇ କରାଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ନିର୍ମିତ ଏଇ ପ୍ରାସାଦମାନ ଶିଳ୍ପ ଚାତୁର୍ଯ୍ୟ ସଂସ୍କାରର ଏକ ନୂତନ ସ୍ତରକୁ ଉପଲବ୍ଧି କରିଥିଲା। <ref>Copplestone, p. 166.</ref>
 
== ନିର୍ମାଣ ସାମଗ୍ରୀ ==
ତାଜ ନିର୍ମାଣରେ ଲୋହିତ ପଥର ଛଡ଼ା ଶଙ୍ଖମଲମଲ ପଥର ସମେତ କୋଡ଼ିଏଟି ମୂଲ୍ୟବାନ ପଥର ଉପଯୋଗ କରା ଯାଇଛି।ଯାଇଛି । କୁହାଯାଏ [[ଫତେପୁର ସିକ୍ରି]]ରୁ ଏକ ଲକ୍ଷ ଚଉଦ ହଜାର ଶଗଡ଼ରେ ଲୋହିତ ପଥର ଏଠାକୁ ଅଣା ଯାଇଥିଲା। ତଦାନୀନ୍ତନ ମୋଗଲ ସାମ୍ରାଜ୍ୟର ଅଧସ୍ତନ ରାଜାମାନେ ଉପଢୌକନ ସଦୃଶ ବହୁସଂଖ୍ୟକ ଶିଳାଖଣ୍ଡ ତାଜ ନିର୍ମାଣ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏପରିକି ପ୍ରଜାମାନେ ବାର୍ଷିକ କର ବଦଳରେ ଶିଳା ଦାନ କରି ସମ୍ରାଟଙ୍କର ପ୍ରିୟ ଭାଜନ ହେଉଥିଲେ।
 
ତାଜ ନିର୍ମାଣରେ ଲୋହିତ ପଥର ଛଡ଼ା ଶଙ୍ଖମଲମଲ ପଥର ସମେତ କୋଡ଼ିଏଟି ମୂଲ୍ୟବାନ ପଥର ଉପଯୋଗ କରା ଯାଇଛି। କୁହାଯାଏ [[ଫତେପୁର ସିକ୍ରି]]ରୁ ଏକ ଲକ୍ଷ ଚଉଦ ହଜାର ଶଗଡ଼ରେ ଲୋହିତ ପଥର ଏଠାକୁ ଅଣା ଯାଇଥିଲା। ତଦାନୀନ୍ତନ ମୋଗଲ ସାମ୍ରାଜ୍ୟର ଅଧସ୍ତନ ରାଜାମାନେ ଉପଢୌକନ ସଦୃଶ ବହୁସଂଖ୍ୟକ ଶିଳାଖଣ୍ଡ ତାଜ ନିର୍ମାଣ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏପରିକି ପ୍ରଜାମାନେ ବାର୍ଷିକ କର ବଦଳରେ ଶିଳା ଦାନ କରି ସମ୍ରାଟଙ୍କର ପ୍ରିୟ ଭାଜନ ହେଉଥିଲେ।
 
== ବିଶେଷତା, ସୁନ୍ଦରତା ଓ ଆକର୍ଷଣ ==
Line ୮୪ ⟶ ୧୦୧:
Image:Taj Mahal 8.jpg|ମିନାର
</gallery>
{{clear}}
 
== ଆଧାର ==
{{ଆଧାରReflist|30em}}
== ଅଧିକ ତଥ୍ୟ==
 
*{{Commons category-inline|Taj Mahal|ତାଜମହଲ}}
<!-- DO NOT ADD COMMERCIAL WEBSITES, BLOGS OR FANSITES — THEY ARE LIKELY TO BE REVERTED IN ACCORDANCE WITH WIKIPEDIA:EXTERNAL LINKS POLICY -->
* {{Official website|http://www.tajmahal.gov.in/}} of the Taj Mahal
* [http://asi.nic.in/asi_monu_whs_agratajmahal.asp Description of the Taj Mahal] at the [[Archaeological Survey of India]]
* [http://whc.unesco.org/en/list/252 Profile of the Taj Mahal] at ୟୁନେସ୍କୋ
{{Authority control}}
[[ଶ୍ରେଣୀ:ସପ୍ତାଶ୍ଚର୍ଯ୍ୟ]]
[[ଶ୍ରେଣୀ:ବିଶ୍ଵ ଐତିହ୍ୟ]]
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି