"ବିକ୍ରମଖୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବେଲପାହାଡ଼ ସହରଠ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ →‎ଉଇକିକରଣ: ବିକ୍ରମଖୋଳ ପ୍ରସଙ୍ଗର ତଥ୍ୟ ଯୋଡ଼ାଗଲା
୧ କ ଧାଡ଼ି:
{{ଛୋଟ|Vikramkhol}}
'''ବିକ୍ରମଖୋଲ''', [[ଝାରସୁଗୁଡ଼ା ଜିଲ୍ଲା]] ଜିଲ୍ଲାଏକ ଅନ୍ତର୍ଗତପ୍ରାକ-ଐତିହାସିକ ପୁରାତତ୍ଵ ସ୍ଥଳ । ଏହା ବେଲପାହାଡ଼ ସହରଠାରୁ ମାତ୍ର ତିନି କିଲୋମୋଟରକିଲୋମିଟର ଦୂର ବଞ୍ଜାରୀ ଗ୍ରାମରେ ବିକ୍ରମଖୋଲ ଅବସ୍ଥିତ । ଏଠାରେ ପ୍ରାଚୀନ [[ବ୍ରାହ୍ମୀଲିପି]] ଖୋଦିତ ପ୍ରସ୍ତର ଗୁମ୍ଫା ଦେଖିବାକୁ ମିଳେ ।
ଏଠାକାର ପ୍ରାକ-ଐତିହାସିକ ଶିଳାଲେଖକୁ ଖୃଷ୍ଟପୂର୍ବ ୩୦୦୦ ମସିହାର ବୋଲି ପ୍ରତ୍ନତତ୍ଵବିଦ ମାନଙ୍କ ଦ୍ଵାରା ଚିହ୍ନଟ ହେଇଛି ।
 
== ଶିଳାଲେଖ ==
==ଆକର୍ଷଣ ଏବଂ ଇତିହାସ==
ବିକ୍ରମଖୋଲ ସ୍ଥିତ ପ୍ରସ୍ତର ଆସ୍ଥାନ ଯେଉଁ ସ୍ଥାନରେ ଶିଳାଲେଖ ଅବିଷ୍କୃତ ହେଇଥିଲା ତାହା ଖ୍ରୀଷ୍ଟ ପୂର୍ବ ୩୦୦୦ ରୁ ଖ୍ରୀଷ୍ଟପୂର୍ବ ୪୦୦୦ ମସିହା ସମୟର । ୧୯୩୫ ମସିହାରେ ଡକ୍ଟର କେ. ପି ଜୟସ୍ଵାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ । <ref name="telegraph1">{{cite news|last1=Mohanty|first1=Subrat|title=Ancient rock art starts to fade out - Engravings in Vikramkhol cave under threat|url=http://www.telegraphindia.com/1111228/jsp/odisha/story_14932470.jsp#.VFjaxjSUep4|accessdate=4 November 2014|work=The Telegraph |location=Kolkotta|date=28 December 2011}}</ref>।
ପ୍ରାଚୀନ [[ମହେଞ୍ଜୋଦାରୋ]] ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାଦୃଶ୍ୟ ଥିବା ପ୍ରତ୍ନତାତ୍ଵିକ ଖନନ ଓ ଗବେଷଣାରୁ ଜଣାଯାଏ । ଲିପି ଖୋଦିତ ପଥରଟିର ଲମ୍ବ ୧୫୦ ଫୁଟ ଏବଂ ଉଚ଼୍ଚତା ୨୭ ଫୁଟ ୭ ଇଞ୍ଚ ଅଟେ । ଲିପି ବ୍ୟତିତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ । ସେଗୁଡ଼ିକ ଖ୍ରୀଷ୍ଟ ପୂର୍ବ ୧୫୦୦ ବୋଲି ଅନୁମାନ କରାଯାଏ । ସ୍ବାମୀ ଜ୍ଞାନନନ୍ଦ ନାମକ ସାଧୁ ଖୋଦିତ ଲିପି ଆବିଷ୍କାର କରିଥିଲେ । ୧୯୩୩ ମସିହାରେ ଡକ୍ଟର କେ.ପି ଜୟସ୍ଵାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ ।<ref>http://www.sambadepaper.com/Details.aspx?id=165552&boxid=3131545</ref> <ref>http://www.sambadepaper.com/epapermain.aspx?edcode=10&eddate=5/20/2015&querypage=4#</ref>
ଖୋଦିତ ଶିଳାଲେଖ ଗୁଡ଼ିକୁ ୧୯୫୫ ମସିହାରେ ତର୍ଜମା କରାଯାଇଥିଲା । ଲିପି ଖୋଦିତ ପଥରଟିର ଦୈର୍ଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର । <ref>{{Cite journal|url=https://books.google.com/books?id=Y9ttAAAAMAAJ&q=Vikramkhol&dq=Vikramkhol&hl=en&sa=X&ei=DuRYVLLcDo6DuwSJwYHoAQ&ved=0CDEQ6AEwBA|title=Vikramkhol|date=1996|journal=Puratatva Indian Archeological Society|accessdate=4 November 2014|issue=26|page=35}}</ref>ଏହି ଲେଖା ଗୁଡ଼ିକର ସମ୍ପୂର୍ଣ ବିଶ୍ଳେଷଣ ବର୍ତମାନ ଯାଏ କରାଯାଇନି । କିଛି ଇତିହାସବିଦ ଏହାକୁ [[ମହେଞ୍ଜୋଦାରୋ]] ସମୟର ବୋଲି କହିଥାନ୍ତି ।<ref name="danino">{{Cite book|url=https://books.google.com/books?id=DZr0AwAAQBAJ&printsec=frontcover&dq=the+lost+river&hl=en&sa=X&ei=_-FYVNi9L8KLuwS3qYCoAg&redir_esc=y#v=onepage&q=Vikramkhol&f=false|title=The Lost River: On The Trail of Saraswati|last=Danino|first=Michel |publisher=Penguin|year=2010|isbn=978-9351187745 |location=London|subscription=yes|access-date=4 November 2014}}</ref>
ଦେଖାଯାଇଥାଏ ଯେ କିଛି ଖୋଦନ ପ୍ରଥମେ ଚିତ୍ରିତ ହେଇ ପରେ ଖୋଦନ<ref>{{cite web|title=Vikramkhol (Bikramkhol) |url=http://www.navratnanews.com/Tourisum/tourist_places_of_jharsuguda.htm |publisher=navaratnanews.com |accessdate=4 November 2014 |deadurl=yes |archiveurl=https://web.archive.org/web/20130720033830/http://www.navratnanews.com/Tourisum/tourist_places_of_jharsuguda.htm |archivedate=July 20, 2013 }}</ref> କରାଯାଇଥିଲା । ଏହି ଲିପିର ଏକ ନକଲ ଭୁବନେଶ୍ଵର ସ୍ଥିତ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ|ରାଜ୍ୟ ସଂଗ୍ରହାଳୟ]]ରେ ରଖା ଯାଇଛି ।<ref name="telegraph2">{{cite news|first1=Namita|last1=Panda|first2=Subrat|last2=MohantyY|title=Scripts fade into oblivion - Vikramkhol inscriptions cited to claim classical tag for Odia|url=http://www.telegraphindia.com/1130811/jsp/frontpage/story_17217786.jsp#.VFjp-TSUep4|accessdate=4 November 2014|work=The Telegraph|date=4 September 2015}}</ref>
 
ପ୍ରାଚୀନ [[ମହେଞ୍ଜୋଦାରୋ]] ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାଦୃଶ୍ୟ ଥିବା ପ୍ରତ୍ନତାତ୍ଵିକ ଖନନ ଓ ଗବେଷଣାରୁ ଜଣାଯାଏ । ଲିପି ଖୋଦିତ ପଥରଟିର ଲମ୍ବ ୧୫୦ ଫୁଟ ଏବଂ ଉଚ଼୍ଚତା ୨୭ ଫୁଟ ୭ ଇଞ୍ଚ ଅଟେ । ଲିପି ବ୍ୟତିତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ । ସେଗୁଡ଼ିକ ଖ୍ରୀଷ୍ଟ ପୂର୍ବ ୧୫୦୦ ବୋଲି ଅନୁମାନ କରାଯାଏ । ସ୍ବାମୀସ୍ଵାମୀ ଜ୍ଞାନନନ୍ଦ ନାମକ ସାଧୁ ଖୋଦିତ ଲିପି ଆବିଷ୍କାର କରିଥିଲେ । ୧୯୩୩ ମସିହାରେ ଡକ୍ଟର କେ.ପି ଜୟସ୍ଵାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ ।<ref>http://www.sambadepaper.com/Details.aspx?id=165552&boxid=3131545</ref> <ref>http://www.sambadepaper.com/epapermain.aspx?edcode=10&eddate=5/20/2015&querypage=4#</ref>
 
=== ଅବହେଳା ===
==ଉଦ୍ଧୃତି==
ଐତିହାସିକ ମାନେ ମର୍ମାହତ ହେଇ କହିଥାନ୍ତି ଯେ ଏହି ବିରଳ ଲିପି ରେ ଲିଖିତ ସିଲାଲେଖା କୁ ଚରମ ଅବହେଳା କରାଯାଉଥିବାରୁ ତାହା କ୍ରମଶଃ ନଷ୍ଟ ହେବାକୁ ଯାଉଛି । ନିକଟସ୍ଥ ପର୍ବତଞ୍ଚଳରେ କୋଇଲାଖଣି ସମୂହ ରହିଛି ଓ ବିନହୀନନା ଶିଳ୍ପ ଗଢି ଉଠିଛି । ଫଳରେ ପରିବେଶିକ ଅବସ୍ଥା ଏହି ଖୋଲା ଜଙ୍ଗଲ ସ୍ଥାନରେ ଥିବା ପ୍ରାକ- ଐତିହାସିକ ସ୍ଥଳ <ref name="telegraph1" />ରେ ବହୁ ପ୍ରଭାବ ପକାଉଛି ।<ref>{{cite web| title=Rock Art Shelter of Vikramkhol - Vikramkhol - Jharsuguda| url=http://ignca.nic.in/asp/showbig.asp?projid=orgjhar0020001| publisher=Indira Gandhi National Center for Archeology| accessdate=4 November 2014}}</ref> ଏହା ନିରାପତ୍ତା ବିହୀନ ଭାବରେ ଅରଣ୍ୟରେ ରହିଛି । ବିଭିନ୍ନ ସମୟରେ କିଛି ବ୍ୟକ୍ତି ଏଠାକୁ ଅବାଧ ଭାବରେ ଆସି ସିଲାଲେଖ<ref>{{cite news|title=Inscriptions on the Vikramkhol rock shelter in Jharsuguda|url=http://www.telegraphindia.com/1111229/jsp/odisha/story_14938763.html|accessdate=4 November 2014|work=The Telegraph|date=29 December 2011}}</ref> କୁ ନଷ୍ଟ ମଧ୍ୟ କରୁଥିବାର ଦେଖାଯାଏ । ଏହି ଅଞ୍ଚଳ ସରକାରଙ୍କ ସଂରକ୍ଷିତ ଜଙ୍ଗଲରେ ରହିଥିଲେ ମଧ୍ୟ ଅଞ୍ଚଳର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ।
 
 
==ଆଧାର==
{{Reflist|30em}}
 
{{ଝାରସୁଗୁଡ଼ା ଜିଲ୍ଲା}}
[[ଶ୍ରେଣୀ:ଝାରସୁଗୁଡ଼ା ଜିଲ୍ଲା]]
[[ଶ୍ରେଣୀ: ଓଡ଼ିଶାର ପର୍ଯ୍ୟଟନ]]
[[ଶ୍ରେଣୀ: ଇତିହାସ]]
[[ଶ୍ରେଣୀ: ଓଡ଼ିଶାର ଦର୍ଶନୀୟ ସ୍ଥାନ]]
[[ଶ୍ରେଣୀ: ସ୍ଥାନ]]