"ମହାତ୍ମା ଗାନ୍ଧୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ପୁରଷ୍କାର +ପୁରସ୍କାର)
ଟିକେ + ଆଧାର
୧୪ କ ଧାଡ଼ି:
|nationality = {{flag|ଭାରତୀୟ}}
|other_names = ମହାତ୍ମା ଗାନ୍ଧୀ, ବାପୁ
|known_for = ଭାରତିୟଭାରତୀୟ ସ୍ଵାଧୀନତା ଆନ୍ଦୋଳନର ନେତା
|education = ଓକିଲାତି
|alma_mater = ଇଉନିଭରସିଟି କଲେଜ, ଲଣ୍ଡନ, <br />ଲଣ୍ଡନ ଇଉନିଭରସିଟି
|religion = [[ହିନ୍ଦୁ ଧର୍ମ]]
|spouse = [[କସ୍ତୁରବା ଗାନ୍ଧୀ]]
୨୫ କ ଧାଡ଼ି:
|website =
|footnotes =
|box_width =
}}
 
'''ମୋହନଦାସ କରମଚାନ୍ଦ ଗାନ୍ଧୀ''' (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରିଜାନୁଆରୀ ୧୯୪୮) ଭାରତୀୟ ସ୍ଵାଧିନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜୀ ବୋଲି ଆଦରରେ କୁହାଯାଏ ।
== ଓଡ଼ିଶାରେ ଗାନ୍ଧୀ<ref>ପ୍ରଫେସର ଅନନ୍ତଚରଣ ସାହୁ, ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ପୃଷ୍ଠଭୂମିରେ ଉତ୍କଳମଣିଙ୍କ ପ୍ରେରଣା, [[ସମାଜ (ଖବରକାଗଜ)|ସମାଜ]], ୨ ଅକ୍ଟୋବର ୨୦୧୧, ପୃଷ୍ଠା: ୦୬</ref> ==
 
== ଓଡ଼ିଶାରେ ଗାନ୍ଧୀ ==
=== ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକ ===
ଉତ୍କଳମଣି [[ଗୋପବନ୍ଧୁ ଦାସ|ଗୋପବନ୍ଧୁଙ୍କ]] ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ [[କଟକ]] ରେଳ ଷ୍ଟେସନରେ ପହଞ୍ଚିଥିଲେ ।<ref>ପ୍ରଫେସର ଉତ୍କଳମଣିଅନନ୍ତଚରଣ ସାହୁ, ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ପୃଷ୍ଠଭୂମିରେ ଉତ୍କଳମଣିଙ୍କ ପ୍ରେରଣା, [[ସମାଜ (ଖବରକାଗଜ)|ସମାଜ]], ୨ ଅକ୍ଟୋବର ୨୦୧୧, ପୃଷ୍ଠା: ୦୬</ref>
ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ଵରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ [[କାଠଯୋଡ଼ି ନଦୀ|କାଠଯୋଡ଼ି ନଦୀର]] ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର [[ଅସହଯୋଗ ଆନ୍ଦୋଳନ|ଅସହଯୋଗ ଆନ୍ଦୋଳନରେ]] ଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ [[ପୁରୀ|ପୁରୀରେ]] ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।
 
=== ଦ୍ଵିତୀୟ ଗସ୍ତ: ୧୯୨୫ ଅଗଷ୍ଟ ୧୯, କଟକ ===
୪୧ କ ଧାଡ଼ି:
=== ଚତୁର୍ଥ ଗସ୍ତ: ୧୯୨୮ ===
୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା । ଗୋପବନ୍ଧୁଙ୍କର ନିଃସ୍ଵାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ । [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]] ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ ।
===ପଞ୍ଚମ ଗସ୍ତ: ୧୯୩୪===
୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ।<ref>{{cite web|last1=ଦ୍ଵିବେଦୀ|first1=ଅଭୟ|title=ଗାନ୍ଧୀ ହରିଜନ ପଦଯାତ୍ରା|url=http://www.dharitri.com/epaper/261109/p6.htm|publisher=ଧରିତ୍ରୀ|accessdate=24 December 2016}}</ref>
[[ଫାଇଲ:Gandhi Jinnah 1944.jpg|thumb|ମହମ୍ମଦ ଅଲୀ ଜିନ୍ନାଙ୍କ ସ‌ହ ମହାତ୍ମା ଗାନ୍ଧୀ ।]]
 
Line ୬୪ ⟶ ୬୬:
* {{worldcat id|id=lccn-n79-41626}}
* [http://www.saadigitalarchive.org/subject/mk-gandhi Mohandas K. Ghadhi materials in the South Asian American Digital Archive (SAADA)]
{{ଅଧାଗଢା}}
 
[[ଶ୍ରେଣୀ:୧୮୬୯ ଜନ୍ମ]]
[[ଶ୍ରେଣୀ:୧୯୪୮ ମୃତ୍ୟୁ]]
{{ଅଧାଗଢ଼ା}}