"ବୀରକିଶୋର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ନିର୍ବାଚନମଣ୍ଡଳୀ +ନିର୍ବାଚନ ମଣ୍ଡଳୀ)
ଟିକେ + ଆଧାର
୩୧ କ ଧାଡ଼ି:
}}
 
'''ବୀରକିଶୋର ଦାସ''' (୨୩ ନଭେମ୍ବର ୧୮୯୮ - ୨୮ ଅପ୍ରେଲ ୧୯୭୩)<ref>{{cite web|last1=ପଟ୍ଟନାୟକ|first1=ବିଭୂତି|title=ଜାତୀୟ କବି ବୀରକିଶୋର|url=http://www.dharitri.com/epaper/231109/p6.htm|publisher=ଧରିତ୍ରୀ|accessdate=24 December 2016}}</ref> ଜଣେ କବି ଓ ରାଜନେତା ଥିଲେ । ସେ ୧୮୯୮ ନଭେମ୍ବର ୨୩ ତାରିଖ ଦିନ,<ref>{{cite web|title=Late Bira Kishore Das|url=http://www.odishahelpline.com/Profile-of-Late-Bira-Kishore-Das-of-JAGATSINGHPUR-constituency-858.html|publisher=OdishaHelpline|accessdate=23 November 2014}}</ref> [[ଜଗତସିଂହପୁର ଜିଲ୍ଲା]]ର ପୁନଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । <ref>{{cite web |url= http://orissadiary.com/jagatsinghpur/ShowDistrictNews.asp?id=28662 |title=Orissa: Three idiots team observes Independence Day in unique way, Orissa District News |first= Kahnu |last=Nanda |work=orissadiary.com |year=2013 |quote=born in Punanga village near Jagatsinghpur town |accessdate=1 November 2013}}</ref> ଜାତୀୟ କବି ଭାବେ ପରିଚିତ ବୀରକିଶୋର ଥିଲେ ପିତା ଜମିଦାର ଗୋପାଳ ଚନ୍ଦ୍ର ଦାସଙ୍କର ପ୍ରଥମ ସନ୍ତାନ ।
 
==ଶିକ୍ଷା==
୩୭ କ ଧାଡ଼ି:
 
==ସଂକ୍ଷିପ୍ତ ଜୀବନ==
୧୯୨୩ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଧରମାନନ୍ଦ ପଟ୍ଟନାୟକଙ୍କର କନ୍ୟା ଶାରଦାଙ୍କ ସହ ବିବାହ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା, ପରେ ସରକାରୀ କିରାଣୀ ଚାକିରି କରିଥିଲେ । ମାତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସରକାରି ଚାକିରି ଛାଡିଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହ ରେ ଯୋଗଦାନ କରିଥିଲେ । ସଂଗ୍ରାମୀ ଜୀବନରେ ତାଙ୍କୁ ସାତଥର ଜେଲ ଦଣ୍ଡ ଭୋଗିଥିଲେ ଏବଂ ପୁଲିସ୍ ତାଙ୍କର ଅନେକ ପାଣ୍ଡୁଲିପି ନଷ୍ଟ କରିଦେଇଥିଲା । ସ୍ୱାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ଚେୟାରମ୍ୟାନ ପଦଗ୍ରଦଣ କରିଥିଲେ । ସେ [[ଓଡ଼ିଶା ବିଧାନ ସଭା|ଦ୍ଵିତୀୟ ବିଧାନ ସଭା]]<ref>{{cite web|title=LIST OF MEMBERS OF ORISSA LEGISLATIVE ASSEMBLY 1951–2004|url=http://orissa.gov.in/e-magazine/orissaannualreference/ORA-2004/pdf/list_of_members_of_OLA-1951-2004.pdf|work=Odisha Reference Annual|accessdate=23 November 2014}}</ref> ଓ ପୁସ୍ତକ ଜାତୀୟ କାରଣ କମିଟିର ସଭ୍ୟ ରହିଥିଲେ । ୧୯୭୩ ମସିହା ଏପ୍ରିଲ୍ ୨୮ ତାରିଖ ଦିନ କଟକ ସ୍ଥିତ ସ୍ୱରାଜ ଆଶ୍ରମରେ ମୃତ୍ୟୁବରଣ କରିଥିଲେ
 
==ଲେଖକ ଜୀବନ==
ପ୍ରଥମ କବିତା ପୁସ୍ତକ ମୋହନବଂଶୀ ୧୯୨୨ରେ ରଚନା କରିଥିଲେ । ଏଥିରେ ବାପୁଜୀଙ୍କର କଥା ଓ ବାଣୀ ରହିଥିଲା । କବିତା ପୁସ୍ତକ ରଣ ଦୁନ୍ଦୁଭୀ, ରଣଭେରୀ, ବିଦ୍ରୋହୀବୀଣା, ମୋହନବେଣୁ, ସବୁଜସାଥି, ସମର ଯୁଗର ଅମର ଗୀତ, ସାତଦୀପ ଇତ୍ୟାଦି । ୧୯୪୬ରେ ପାଠ୍ୟ ପୁସ୍ତକ ମୋ ଛବିବହି ଓ ନୂଆ ଛବିବହି ସେ ଲେଖିଥିଲେ । ମାସିକ ଶିଶୁ ସାହିତ୍ୟିକ ପତ୍ରିକା ମୋ ଦେଶ ଆରମ୍ଭ କରିଥିଲେ । ଶିଶୁଲେଖା ପତ୍ରିକା ତାଙ୍କ ସାଧନାର ଫଳ
===ପୁସ୍ତକ===
* ମୋ ଛବିବହି
* ନୂଆ ଛବିବହି
 
===ପତ୍ରିକା===
* ଶିଶୁଲେଖା ପତ୍ରିକା ତାଙ୍କ ସାଧନାର ଫଳ ।
 
==ଅନ୍ତିମ ଜୀବନ==
୧୯୭୩ ମସିହା ଏପ୍ରିଲ୍ ୨୮ ତାରିଖ ଦିନ କଟକ ସ୍ଥିତ ସ୍ୱରାଜ ଆଶ୍ରମରେ ଦେହତ୍ୟାଗ କରିଥିଲେ ।
==ଆଧାର==
{{ଆଧାର}}
Line ୫୫ ⟶ ୪୭:
[[ଶ୍ରେଣୀ:୧୮୯୮ ଜନ୍ମ]]
[[ଶ୍ରେଣୀ:୧୯୭୩ ମୃତ୍ୟୁ]]
[[ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ କବି]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ]]