"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, [[ସମ୍ବଲପୁର]] ('''Gangadhar Meher University , Sambalpur) ଓଡିଶା ର ନୂତନତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ । ଏହା NAAC ଦ୍ଵାରା 'A' ଗ୍ରେଡ ର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ ଯାହା କି ପୂର୍ବରୁ ସମ୍ବଲପୁର ର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହା ରୁ ଥିଲା । ''' '''
 
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୧୯୪୪ ମସିହା ରେ ସମ୍ବଲପୁର ସହର ରେ ଏହି ମହାବିଦ୍ୟାଳୟ ସମ୍ବଲପୁର କଲେଜ ନାମରେ ପ୍ରତିଷ୍ଠିତ ହେଇ ତତ୍ କାଳୀନ ଜିଲ୍ଲା ସ୍କୁଲ ରେ ଆରମ୍ଭ ହେଇଥିଲା । ପରେ ପଶ୍ଚିମ ଓଡିଶା ର ଖ୍ୟାତନାମା କବି [[ଗଙ୍ଗାଧର ମେହେର]] ଙ୍କ ନାମାନୁସାରେ ଏହାର ନାମ ' ଗଙ୍ଗାଧର ମେହେର କଲେଜ ' ହେଲା । ଏହା ପ୍ରଥମେ ଓଡିଶା ର ଏକମାତ୍ର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଇଥିଲା ।ଉଲ୍ଲେଖ। ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହା ରେ ହିଁ   ସ୍ଥାପିତ ହେଇଥିଲା ।ପରେ ୧୯୬୭ ମସିହା ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ଵତଃ ଅନୁବନ୍ଧିତ ହେଲା ।