"ସମ୍ରାଟ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ସଜାଣି
୧୫ କ ଧାଡ଼ି:
| profession = ମାନସିକ ରୋଗ ବିଶେଷଜ୍ଞ
| field =
| work_institutions = IMS SUM Hospital BBSR and
| work_institutions = ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
The Brain and research Centre
 
}}
Line ୨୧ ⟶ ୨୨:
ସମ୍ରାଟ କର ପେଶାରେ ଜଣେ ମାନସିକ ରୋଗ ବିଶେଷଜ୍ଞ । ସେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଗୋପାଳ ଚନ୍ଦ୍ର କର ଓ ଡକ୍ଟର ଗାୟତ୍ରୀ ଦେବୀଙ୍କ ସୁପୁତ୍ର । ଏହି ଯୁବ ଡାକ୍ତରଙ୍କର ଜନ୍ମ ୫ ଜୁଲାଇ ୧୯୭୬ । ତାଙ୍କର ଡାକ୍ତରୀ ଶିକ୍ଷା ପରେ ଅନୁଭବ କରିଥିଲେ ଯେ ଲୋକମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି , ମାନସିକ ଡାକ୍ତର ହେଉଛନ୍ତି କେବଳ ପାଗଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନେକ ଲୋକ ମାନସିକ ରୋଗର ଲକ୍ଷଣକୁ ଭୂତ, ପ୍ରେତଙ୍କ ପ୍ରାଦୁର୍ଭାବ ଭାବି ଗୁଣିଆର ଆଶ୍ରୟ ନେଉଛନ୍ତି । <ref>ପ୍ରଜାତନ୍ତ୍ର ସାପ୍ତାହିକୀ, ପୃଷ୍ଠା-୧୩, ଅକ୍ଟୋବର ୧୨-୧୮, ୨୦୧୪ </ref>ଲୋକମାନଙ୍କର ଏହି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଓଡିଆ ଭାଷାରେ ‘ମନକଥା ଜାଣନ୍ତୁ’, ‘ମନରେ ଅଛି କଅଣ ?’ ଓ ହିନ୍ଦିଭାଷାରେ ମଧ୍ୟ 'ମନ୍ କି ବାତ୍ ଜାନିଏ' ପୁସ୍ତକରେ ବିଭିନ୍ନ ପ୍ରକାର ମାନସିକ ରୋଗଗୁଡିକର କାରଣ ଓ ଚିକିତ୍ସା ବିଷୟରେ ଅତି ସରଳ ଓ ସାବଲୀଳ ଭାଷାରେ ବର୍ଣ୍ଣନା କରିଛନ୍ତି । ମାନସିକ ରୋଗୀକୁ ପାଗଳ କହି ଅଛୁଆଁ ବୋଲି ଭାବିବା ଓ ସେମାନଙ୍କଠାରୁ ଦୂରେଇ ରହିବା ଅଦ୍ୟାବଧି ପରିଲକ୍ଷିତ ହେଉଛି । କିପରି ସେହି ମାନସିକ ରୋଗୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ, ସେଥିପାଇଁ ସେ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାଧ୍ୟମରେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ୤ <ref>ଦୁର୍ମୁଖ, ପୃଷ୍ଠା-୯, ୧୫-୨୧ ମଇ ୨୦୧୬</ref>ତାଙ୍କ ରଚିତ 'ମାନସିକ ରୋଗ' ପୁସ୍ତକ ଓଡିଶା ସରକାରଙ୍କ ଦ୍ଵାରା ବିଭିନ୍ନ ଶିକ୍ଷାନୁଷ୍ଠାନର ପୁସ୍ତକାଳୟକୁ ଅର୍ପଣ କରାଯାଇଛି ।
==ବାଲ୍ୟ ଜୀବନ ଓ ଶିକ୍ଷା==
ସେ ରେଭେନ୍‌ସା ବିଶ୍ୱବିଦ୍ୟାଳୟରୁ କଲେଜ ଶିକ୍ଷା ଓ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ବ୍ରହ୍ମପୁର ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଛନ୍ତି । ଏନ୍‌.ଟି.ଆର୍‌ ବିଶ୍ୱବିଦ୍ୟାଳୟରୁ ଏମ୍‌.ଡି ସାଇକାଅଟ୍ରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି ଓ ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସାଗରରୁ ପୋଷ୍ଟ ଗ୍ରାଜୁଏଟ୍‌ ସାଇକୋଲୋଜିକାଲ୍‌ କାଉନ୍ସେଲିଙ୍ଗ ଶିକ୍ଷାଲାଭ କରିଛନ୍ତି ୤
==ପରିବାର==
ସମ୍ରାଟ କର ଶୁଭଶ୍ରୀ ମିଶ୍ରଙ୍କୁ ବିବାହ କରିଛନ୍ତି ଏବଂ ଏକମାତ୍ର ପୁତ୍ର ସ୍ନେହାଂଶ ୤