"ସମ୍ରାଟ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଅଧିକ ତଥ୍ୟ
୧ କ ଧାଡ଼ି:
{{ଛୋଟ|Samrat Kar}}
ସମ୍ରାଟ କର ପେଶାରେ ଜଣେ ମାନସିକ ରୋଗ ବିଶେଷଜ୍ଞ । ସେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଗୋପାଳ ଚନ୍ଦ୍ର କର ଓ ଡକ୍ଟର ଗାୟତ୍ରୀ ଦେବୀଙ୍କ ସୁପୁତ୍ର । ଏହି ଯୁବ ଡାକ୍ତରଙ୍କର ଜନ୍ମ ୫ ଜୁଲାଇ ୧୯୭୬ । ତାଙ୍କର ଡାକ୍ତରୀ ଶିକ୍ଷା ପରେ ଅନୁଭବ କରିଥିଲେ ଯେ ଲୋକମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି , ମାନସିକ ଡାକ୍ତର ହେଉଛନ୍ତି କେବଳ ପାଗଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନେକ ଲୋକ ମାନସିକ ରୋଗର ଲକ୍ଷଣକୁ ଭୂତ, ପ୍ରେତଙ୍କ ପ୍ରାଦୁର୍ଭାବ ଭାବି ଗୁଣିଆର ଆଶ୍ରୟ ନେଉଛନ୍ତି । <ref>ପ୍ରଜାତନ୍ତ୍ର ସାପ୍ତାହିକୀ, ପୃଷ୍ଠା-୧୩, ଅକ୍ଟୋବର ୧୨-୧୮, ୨୦୧୪ </ref>ଲୋକମାନଙ୍କର ଏହି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଓଡିଆ ଭାଷାରେ ‘ମନକଥା ଜାଣନ୍ତୁ’, ‘ମନରେ ଅଛି କଅଣ ?’ ଓ ହିନ୍ଦିଭାଷାରେ ମଧ୍ୟ 'ମନ୍ କି ବାତ୍ ଜାନିଏ' ପୁସ୍ତକରେ ବିଭିନ୍ନ ପ୍ରକାର ମାନସିକ ରୋଗଗୁଡିକର କାରଣ ଓ ଚିକିତ୍ସା ବିଷୟରେ ଅତି ସରଳ ଓ ସାବଲୀଳ ଭାଷାରେ ବର୍ଣ୍ଣନା କରିଛନ୍ତି । ମାନସିକ ରୋଗୀକୁ ପାଗଳ କହି ଅଛୁଆଁ ବୋଲି ଭାବିବା ଓ ସେମାନଙ୍କଠାରୁ ଦୂରେଇ ରହିବା ଅଦ୍ୟାବଧି ପରିଲକ୍ଷିତ ହେଉଛି । ସେହି ମାନସିକ ରୋଗୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାଧ୍ୟମରେ ସେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ୤ <ref>ଦୁର୍ମୁଖ, ପୃଷ୍ଠା-୯, ୧୫-୨୧ ମଇ ୨୦୧୬</ref>ତାଙ୍କ ରଚିତ 'ମାନସିକ ରୋଗ' ପୁସ୍ତକ ଓଡିଶା ସରକାରଙ୍କ ଦ୍ଵାରା ବିଭିନ୍ନ ଶିକ୍ଷାନୁଷ୍ଠାନର ପୁସ୍ତକାଳୟକୁ ଅର୍ପଣ କରାଯାଇଛି ।
{{Infobox person
| name = ସମ୍ରାଟ କର
| image =<!-- Deleted image removed: [[[[File:Samrat Kar.jpg|thumb|Samrat Kar]] VC MD Chief Consultant for cardiovascular Thoracic Surgery Asian Heart Institute Mumbai India.jpg|thumb|center]] -->
| caption =
| nationality = ଭାରତୀୟ
| birth_name = ସମ୍ରାଟ କର
| birth_date = {{Birth date and age|df=y|1976|07|05}}
| birth_place = କଟକ, [[କଟକ]]
| education = ଏମ.ବି.ବି.ଏସ
| alma_mater = [[ରେଭେନ୍‌ସା ବିଶ୍ଵବିଦ୍ୟାଳୟ]]<br/> [[ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ]]<br/> [[ଏନ୍‌.ଟି.ଆର୍‌ ବିଶ୍ୱବିଦ୍ୟାଳୟ]],[[ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସାଗର ]]
| spouse = ଶୁଭଶ୍ରୀ ମିଶ୍ର
| children = ସ୍ନେହାଂଶ
| module = {{Infobox medical details
| profession = ମାନସିକ ରୋଗ ବିଶେଷଜ୍ଞ
| field =
| work_institutions = ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
 
}}
}}
ସମ୍ରାଟ କର ପେଶାରେ ଜଣେ ମାନସିକ ରୋଗ ବିଶେଷଜ୍ଞ । ସେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଗୋପାଳ ଚନ୍ଦ୍ର କର ଓ ଡକ୍ଟର ଗାୟତ୍ରୀ ଦେବୀଙ୍କ ସୁପୁତ୍ର । ଏହି ଯୁବ ଡାକ୍ତରଙ୍କର ଜନ୍ମ ୫ ଜୁଲାଇ ୧୯୭୬ । ତାଙ୍କର ଡାକ୍ତରୀ ଶିକ୍ଷା ପରେ ଅନୁଭବ କରିଥିଲେ ଯେ ଲୋକମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି , ମାନସିକ ଡାକ୍ତର ହେଉଛନ୍ତି କେବଳ ପାଗଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନେକ ଲୋକ ମାନସିକ ରୋଗର ଲକ୍ଷଣକୁ ଭୂତ, ପ୍ରେତଙ୍କ ପ୍ରାଦୁର୍ଭାବ ଭାବି ଗୁଣିଆର ଆଶ୍ରୟ ନେଉଛନ୍ତି । <ref>ପ୍ରଜାତନ୍ତ୍ର ସାପ୍ତାହିକୀ, ପୃଷ୍ଠା-୧୩, ଅକ୍ଟୋବର ୧୨-୧୮, ୨୦୧୪ </ref>ଲୋକମାନଙ୍କର ଏହି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଓଡିଆ ଭାଷାରେ ‘ମନକଥା ଜାଣନ୍ତୁ’, ‘ମନରେ ଅଛି କଅଣ ?’ ଓ ହିନ୍ଦିଭାଷାରେ ମଧ୍ୟ 'ମନ୍ କି ବାତ୍ ଜାନିଏ' ପୁସ୍ତକରେ ବିଭିନ୍ନ ପ୍ରକାର ମାନସିକ ରୋଗଗୁଡିକର କାରଣ ଓ ଚିକିତ୍ସା ବିଷୟରେ ଅତି ସରଳ ଓ ସାବଲୀଳ ଭାଷାରେ ବର୍ଣ୍ଣନା କରିଛନ୍ତି । ମାନସିକ ରୋଗୀକୁ ପାଗଳ କହି ଅଛୁଆଁ ବୋଲି ଭାବିବା ଓ ସେମାନଙ୍କଠାରୁ ଦୂରେଇ ରହିବା ଅଦ୍ୟାବଧି ପରିଲକ୍ଷିତ ହେଉଛି । କିପରି ସେହି ମାନସିକ ରୋଗୀଙ୍କୁ ସମାଜର ମୁଖ୍ୟସ୍ରୋତକୁମୁଖ୍ୟସ୍ରୋତରେ ଆଣିବାସାମିଲ ପାଇଁକରାଯାଇ ପାରିବ, ସେଥିପାଇଁ ସେ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାଧ୍ୟମରେ ସେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ୤ <ref>ଦୁର୍ମୁଖ, ପୃଷ୍ଠା-୯, ୧୫-୨୧ ମଇ ୨୦୧୬</ref>ତାଙ୍କ ରଚିତ 'ମାନସିକ ରୋଗ' ପୁସ୍ତକ ଓଡିଶା ସରକାରଙ୍କ ଦ୍ଵାରା ବିଭିନ୍ନ ଶିକ୍ଷାନୁଷ୍ଠାନର ପୁସ୍ତକାଳୟକୁ ଅର୍ପଣ କରାଯାଇଛି ।
==ବାଲ୍ୟ ଜୀବନ ଓ ଶିକ୍ଷା==
ସେ ରେଭେନ୍‌ସା ବିଶ୍ୱବିଦ୍ୟାଳୟରୁ କଲେଜ ଶିକ୍ଷା ଓ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ବ୍ରହ୍ମପୁର ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଛନ୍ତି । ଏନ୍‌.ଟି.ଆର୍‌ ବିଶ୍ୱବିଦ୍ୟାଳୟରୁ ଏମ୍‌.ଡି ସାଇକାଅଟ୍ରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି ଓ ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସାଗରରୁ ପୋଷ୍ଟ ଗ୍ରାଜୁଏଟ୍‌ ସାଇକୋଲୋଜିକାଲ୍‌ କାଉନ୍ସେଲିଙ୍ଗ ଶିକ୍ଷାଲାଭ କରିଛନ୍ତି ୤
Line ୭ ⟶ ୨୭:
ଉଚ୍ଚକୋଟୀର ସନ୍ଦର୍ଭ ପାଇଁ ସେ ଶିକ୍ଷାକ୍ଷେତ୍ରରେ ଓ ସମାଜସେବାରେ ଅନେକ ପୁରସ୍କାର ପାଇଛନ୍ତି ।
*ପ୍ରଫେସର ଜି.ସି. ବରାଳ ସମ୍ମାନ
*ପ୍ରଫେସର ବି.ଦାଶ ସିଦ୍ଧାର୍ଥ ମେମୋରିଆଲ ସମ୍ମାନ
*ସ୍କାର୍ଟ ସମ୍ମାନ
*ସିଦ୍ଧାର୍ଥ ମେମୋରିଆଲ ସମ୍ମାନ
==ଆଧାର==
{{ଆଧାର}}