"ମେଘନା ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Meghna River"
 
No edit summary
୧୧ କ ଧାଡ଼ି:
କୋମିଲ୍ଲା ଜିଲ୍ଲା ର ଦଉଡଖଣ୍ଡି ଅଞ୍ଚଳ ରେ ମେଘନା ସହ ଗୁମତି ନଦୀ ର ମିଳନ ହେଇ ନଦୀ ର ଜଳଧାରା ବହୁ ପରିମାଣ ରେ ବୃଦ୍ଧି ପାଇଥାଏ । ମେଘନା ଓ ଗୁମତି ଉପରେ ଥିବା ଦ୍ଵୈତ ସେତୁ ବାଂଲାଦେଶ ର ଦୀର୍ଘତମ  ସେତୁ । 
 
ଚାଁଦପୁର ଠାରେ ପୁନର୍ବାର ମେଘନା ନଦୀ ର କାୟା ବୃଦ୍ଧି ଘଟିଥାଏ ଢାଲେଶ୍ଵରୀ ନଦୀ ସହ ମିଶ୍ରଣ ଯୋଗୁଁ । ତଳକୁ ପ୍ରବାହିତ ହେଇ ଏହା ତାହାର ସର୍ବ ବୃହତ ଉପନଦୀ ପଦ୍ମା<ref>Padma and Jamuna (the name of the Brahmaputra in Bangladesh) rivers near Chandpur. After a course of about 164 miles (264 km) it enters the Bay of Bengal by four principal mouths—Tetulia, Shahbazpur, Hatia, and Bamni. Major tributaries are the Dhaleswari, the Gumti (the name of the Gomati in Bangladesh), and the Feni, https://www.britannica.com/place/Meghna-River</ref> ସହ ଚାଁଦପୁର ଜିଲ୍ଲା ର ତଳ ଅଂଶ  ରେ ମିଳିତ ହୁଏ । 
 
ଏଠାରେ ମେଘନା ନଦୀ ର ନିର୍ମଲା ଜଳ ପ୍ରବାହ ସହ ପଦ୍ମା ନଦୀ ର ଧୂସର ଓ ଗୋଳିଆ ପାଣି ଧାରା ସମ୍ପୂର୍ଣ ଭାବରେ ମିଶି ନ ଯାଇ ସମାନ୍ତରାଳ ଭାବେ ଯାଉଥିବାର ଦେଖାଯାଏ । ଏହା ଏକ ଖୁବ ଆକର୍ଷକ ଦୃଶ୍ୟ ସୃଷ୍ଟି କରିଥାଏ । 
୧୭ କ ଧାଡ଼ି:
ଚାଁଦପୁର ତଳକୁ ପଦ୍ମା , ମେଘନା ଓ ଯମୁନା ନଦୀ ର ସମ୍ମିଳିତ ପ୍ରବାହ ଯାଇ ବଙ୍ଗୋପସାଗର ରେ ଏକ ସରଳରେଖା ସଦୃଶ ଯାଇ ପାତନ ହେଇଥାଏ । ସମୁଦ୍ର ରେ ମିଳିତ ହେବା ଆଗରୁ ମ୍ମେଘନା ର ଅନେକ ଧାରା ବିଭିନ୍ନ ସ୍ଥାନ ରେ ବାହାରି ଭିନ୍ନ ଦିଗ ରେ ଗତି କରି  ପୁନର୍ବାର ମେଘନା ସହ ମିଳିତ ହେଇଥାନ୍ତି । 
 
ଭୋଳା ନିକଟ ରେ ସମୁଦ୍ର ରେ ପଡିବା ଠିକ ଆଗରୁ ଏହା ଦୁଇଟି ସ୍ରୋତ ହେଇ ମଝିରେ ଏକ ଦ୍ଵିପାଞ୍ଚଳ ସୃଷ୍ଟି କରିଥାଏ । ଏଠାରେ ପଶ୍ଚିମ ସ୍ରୋତ କୁ ଇଶା କୁହାଯାଉଥିବା ବେଳେ ପୂର୍ବ ସ୍ରୋତ କୁ ବାମ୍ଣୀ କୁହାଯାଏ ।<ref>The Barak river divides into two branches within the Assam state in India. The northern branch is called Surma, which flows southwards through the eastern side of Bangladesh next Sylhet town. The southern branch is called Kushiara, which flows through India and then enters Bangladesh. First the northern branch joins the Meghna river near Kuliar Char and then the southern branch joins the Meghna river near Ajmiriganj. The lower Meghna river is one of the largest rivers in the world, being the mouth of the three great rivers: Ganges-Padma, Brahmaputra and Meghna. The total length of the river is about 930 km. The river is predominantly a meandering channel, but in several reaches, especially where small tributaries contribute sediment, braiding is evident with sand islands bifurcating the river into two or more channels</ref><ref>www.fao.org/nr/water/aquastat/basins/gbm/gbm-CP_eng.pdf</ref> 
== ମେଘନା ବେସିନ ଅଞ୍ଚଳ ର ଜଳବାଯୁ ==
ମେଘନା ବେସିନ ଅଞ୍ଚଳ ବ୍ରହ୍ମପୁତ୍ର - ଗଙ୍ଗା- ମେଘନା (BGM) ଦ୍ଵାରା ସୃଷ୍ଟି ହେଇଥିବା ବିଶ୍ଵ ର ଏକ ବୃହତ୍ତମ ସମତଳ ଭୂମି ତଥା ବୃହତ ବଙ୍ଗୀୟ ସମତଳ ର ଏକ ମୁଖ୍ୟ ଅଂଶ । ସେଠାରେ ଜଳବାଯୁ ଅତ୍ୟନ୍ତ ପରିବର୍ତନଶୀଳ ହେଇଥାଏ । ବର୍ଷ କାଳ ରେ ବନ୍ୟା ବିପତ୍ତି ବହୁ ସମୟ ରେ ରହିଥାଏ । <ref>whereas the world’s highest precipitation area is situated in the Meghna river basin (Mirza et al., 2011).</ref> ପ୍ରତିବର୍ଷ ଜୁଲାଇ ରୁ ଅକ୍ଟୋବର ମାସ ଯାଏ ସେଠାରେ ସର୍ବଦା ବାତ୍ୟା ର ଆଶଙ୍କା ଥାଏ ।
==ଗେଲେରି ==
<gallery>
File:Meghna River by Mashroor Nitol.jpg|thumb|Meghna River by Mashroor Nitol
File:Landscape of meghna river.JPG|thumb|Landscape of meghna river
File:Line of water.JPG|thumb|Line of water
File:Charfasson, Bangladesh.jpg|thumb|Charfasson, Bangladesh
File:Overcrowded ferry boat on Meghna River, Bangladesh.jpg|thumb|Overcrowded ferry boat on Meghna River, Bangladesh
 
</gallery>
 
== ପୁନଶ୍ଚ ଦେଖଣା ==