"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସ୍ୱର୍ଗତ ଲେଖିବାର ଆବଶ୍ୟକତା ନାହିଁ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
୨୯ କ ଧାଡ଼ି:
[[File:Arisha Pitha.JPG|thumb|ନୂଆଖାଇରେ ଭୋଗ ଲାଗୁଥିବା [[ଆରିସା ପିଠା]] ।]]
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ [[ଚାଷୀ]]ମାନେ ଏହାକୁ ପାଳନ କରିଥାନ୍ତି ।<ref>{{cite web |url= http://articles.timesofindia.indiatimes.com/2011-09-01/bhubaneswar/29952799_1_paddy-farming-heavy-farmers-offer |title=Rain uplifts spirits on Nuakhai eve - Times Of India |first= Ashok |last= Pradhan|work=indiatimes.com |year=2011 |quote=Nuakhai is celebration of harvest |accessdate=16 September 2012}}</ref> ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "[[ତିଥି]]" ନିର୍ଣ୍ଣୟ କରି ପୂଜା ଆଦି ସହ [[ଆରିସା ପିଠା]] ଭୋଗ କରାଯାଇଥାଏ ।
== ସାମାଜିକ ଏକତା ସୃଷ୍ଟି ଦିଗରେ ନୂଆଖାଇ ର ତାପ୍ତର୍ଜ ==
ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସାଗର ର ପଡା ଅଞ୍ଚଳ ରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ପରେ ପରିବାର ର ମ୍ଯଖୀ ଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସଋ ପରିବାର ର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶିର୍ନ୍ବାଦ ଗ୍ରହଣ କରନ୍ତି ।ପରେ ପିଠା ପାନା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡୋଶୀ ରେ ଥିବା ସମସ୍ତ ବୟୋଜେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟ ରେ ଗ୍ରାମ ବା ପଡା ର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାନ୍ତି । ପରିବାର ମଧ୍ୟ ରେ ମଧ୍ୟ ଥିବା ମତଭେଦ ଏହି ସମୟ ରେ ସମାଧାନ ହେଇଥାଏ ।<ref> What ever may be the fact it is a celebration of the mass. People forget their personal differences and greet each other in this point of view Nua-Khai is not just welcoming the new rice-paddy it is a festival which welcomes general happiness and mass development of the society. People may stay in far of lands, for there livelihood, but in the Nua-Kahi they must come to celebrate this festival with other members of the family with pageantry.http://orissadiary.com/orissa_profile/ori_festival/sep/Nuakhai.asp</ref> ସମସ୍ତେ ପୁଣି ଏକଜୁଟ ହେଇ ରହନ୍ତି । ଏହା ନବାନ୍ନ ପର୍ବ ର ଏକ ବିଶେଷତା ।
== ଦଶହରା ସମୟ ରେ ନବାନ୍ନ ==
ପୁରା କାଳ ରୁ ନବାନ୍ନ ସମୟ ରେ ପରିବାର ର ସମସ୍ତେ ଏକାଠି ନବାନ୍ନ ଗ୍ରହଣ ର ପରମ୍ପରା ଥିଲା । ତେଣୁ ନବାନ୍ନ ଆଗରୁ ଯେଇ ଯୌଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହ କୁ ଆସୁଥିଲେ ।<ref>http://orissadiary.com/orissa_profile/ori_festival/sep/Nuakhai.asp</ref> ଆଗ କାଳ ରେ ପୁଅ ଝିଅ ମାନେ ପ୍ରାୟତଃ ବେସୀ ଦୂର ରେ ରାହୁନଥିବାରୁ ଏହା ସମ୍ଭବ ହେଇ ପାରୁଥିଲା । କିନ୍ତୁ ଏବେ ଯୁଗ ର ପରିବର୍ତନ ସହ ଅନେକ ଘରେ ପୁଅ , ବହୁ , ଝିଅ ମାନେ ବହୁ ଦୂର ଦୁରନ୍ତ ରେ ନିଜର ଜୀବିକା ସ୍ଥଳୀ ରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ର ରେ ନବାନ୍ନ ସମୟ ରେ ସେମାନେ ପୈତୃକ ଗ୍ରାମ ବା ଗୃହ କୁ ଆସିବା ସମ୍ଭବ ହେଇ ନ ଥାଏ । ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ର ରେ ସେହି ପରିବାର ଦଶହରା ର ଅଷ୍ଟମୀ ତିଥି ରେ ନବାନ୍ନ ଯଥାରିତ ପାଳନ କରନ୍ତି ।
 
== ଲଗ୍ନ ==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି