"ହେପାଟାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବାହ୍ୟ ଲିଙ୍କ: କିଛି ଇଂରାଜୀ ଭାଷାରେ ଲେଖାଥିବା ତ‌ଥ୍ୟ ଲିଭେଇ ଦିଆଗଲା
୨୧ କ ଧାଡ଼ି:
 
<!-- ସଂଜ୍ଞା ଓ ଲକ୍ଷଣ -->
'''ହେପାଟାଇଟିସ''' (ଇଂରାଜୀରେ '''Hepatitis''') ଏକ ରୋଗ ଗୋଷ୍ଠୀ ଯେଉଁଥିରେ [[ଯକୃତ]]ର ([[:en:liver|liver]]) [[ପ୍ରଦାହ]] ([[:en:inflammation|inflammation]]) ହୁଏ ।<ref name=NIH2016>{{cite web|title=Hepatitis|url=https://www.niaid.nih.gov/diseases-conditions/hepatitis|website=NIAID|accessdate=2 November 2016}}</ref> କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟ ପକ୍ଷରେ ଅନ୍ୟମାନଙ୍କର [[କାମଳ]], ଆନୋରେକ୍ସିଆ ବା ଅରୁଚି ([[:en:Anorexia (symptom)|poor appetite]]), ବାନ୍ତି, ଥକ୍କା ଲାଗିବା ([[:en:fatigue (medicine)|feel tired]]), ପେଟ ଯନ୍ତ୍ରଣା ([[:en:abdominal pain|abdominal pain]]) ବା ତରଳ ଝାଡ଼ା ହୁଏ । <ref name=MedLine2016/><ref name=WHO2016QA/> ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ ([[:en:chronic disease|long term]]) ହୋଇପାରେ । <ref name=MedLine2016>{{cite web|title=Hepatitis|url=https://medlineplus.gov/hepatitis.html|website=MedlinePlus|accessdate=10 November 2016}}</ref> ଆକ୍ୟୁଟ ହେପାଟାଇଟିସ ସ୍ୱତଃ ଉପଶମ ହୋଇପାରେ, ଏହା ପ୍ରଗତିଶୀଳ ହୋଇ କ୍ରନିକ ହେପାଟାଇଟିସ ହୋଇପାରେ ବା କ୍ୱଚିତ ଆକ୍ୟୁଟ ଯକୃତ ଫେଲ ([[:en:acute liver failure|acute liver failure]]) ହୋଇପାରେ । <ref>{{cite journal |author1=Bernal W. |author2=Wendon J. | year = 2013 | title = Acute Liver Failure | url = | journal = New England Journal of Medicine | volume = 369 | issue = 26| pages = 2525–2534 | doi=10.1056/nejmra1208937| pmid=24369077}}</ref> କ୍ରନିକ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି [[ସିରୋସିସ୍]], ଯକୃତ ଫେଲ ([[:en:liver failure|liver failure]]) ବା [[ଯକୃତ କର୍କଟ ([[:en:liver cancer|liver cancer]]) ରୋଗରେ ପରିବର୍ତ୍ତିତ ହୋଇପାରେ ।<ref name=NIH2016/>
 
<!-- କାରଣ -->
ପୃଥିବୀବ୍ୟାପି [[ଭୁତାଣୁ ହେପାଟାଇଟିସ]] ([[:en:viral hepatitis|viral hepatitis]]) ସବୁଠାରୁ ଅଧିକ ସଂଖ୍ୟକ କାରଣ ରୁପେ ବିବେଚିତ ହୋଇଚି ।<ref name=WHO2016QA>{{cite web|title=What is hepatitis?|url=http://www.who.int/features/qa/76/en/|website=WHO|accessdate=10 November 2016|date=July 2016}}</ref><ref name=NIH2016/> ଅନ୍ୟାନ୍ୟ କାରଣ ମଧ୍ୟରେ [[ମଦ୍ୟାତ୍ୟୟ]] ([[:en:alcoholism|heavy alcohol use]]), [[ନନ୍ ଆଲକୋହୋଲିକ ସ୍ଟିଏଟୋହେପାଟାଇଟିସ]] ([[:en:nonalcoholic steatohepatitis|nonalcoholic steatohepatitis]]) (nash/ଏନଏଏସଏଚ), କେତେକ ଔଷଧ, ଟକ୍ସିନ/ବିଷ, ଅନ୍ୟ କେତେକ ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ ([[:en:autoimmune diseases|autoimmune diseases]]) ଉଲ୍ଲେଖନୀୟ ଅଟେ । <ref name=WHO2016QA/><ref name=NIH2016/><ref name=NASH2014>{{cite web|title=Fatty Liver Disease (Nonalcoholic Steatohepatitis)|url=https://www.niddk.nih.gov/health-information/health-topics/liver-disease/nonalcoholic-steatohepatitis/pages/facts.aspx|website=NIDDK|accessdate=10 November 2016|date=May 2014}}</ref> ଏହାକୁ ୫ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା:- [[ହେପାଟାଇଟିସ ଏ]], [[ହେପାଟାଇଟିସ ବି|ବି]], [[ହେପାଟାଇଟିସ ସି|ସି]], [[ହେପାଟାଇଟିସ ଡି|ଡି]] ([[:en:hepatitis D|D]]) ଓ [[ହେପାଟାଇଟିସ ଇ|ଇ]] ([[:en:hepatitis E|E]]) । <!-- <ref name=NIH2016/> --> ହେପାଟାଇଟିସ ଏ ଓ ଇ ଉଭୟ ଅପମିଶ୍ରିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ ।<!-- <ref name=NIH2016/> --> ହେପାଟାଇଟିସ ବି ସାଧାରଣତଃ ଯୌନ ସମ୍ଭୋଗ ସମୟରେ, ଶିଶୁ ଜନ୍ମ ସମୟରେ, ସଂକ୍ରମିତ ରକ୍ତ ନେବା ସମୟରେ ଓ ସଂକ୍ରମିତ ଛୁଞ୍ଚି ସାହାଯ୍ୟରେ ଇଞ୍ଜେକସନ ନେଲେ ବା ଶିରାଭ୍ୟନ୍ତର ଡ୍ରଗ ଇଞ୍ଜେକସନ ନେଲେ ବ୍ୟାପିଥାଏ । <!-- <ref name=NIH2016/> --> ହେପାଟାଇଟିସ ସି ଓ ଡି ଉଭୟ ସାଧାରଣତଃ ରକ୍ତ ମାଧ୍ୟମରେ ବ୍ୟାପିଥାଏ । <ref name=NIH2016/>
 
<!-- ପ୍ରତିଷେଧ ଓ ଚିକିତ୍ସା -->
୩୩ କ ଧାଡ଼ି:
 
== ଆଧାର ==
{{ଆଧାରReflist|30em}}
 
== ବାହ୍ୟ ଲିଙ୍କ ==