"ହେପାଟାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୮ କ ଧାଡ଼ି:
<!-- ପ୍ରତିଷେଧ ଓ ଚିକିତ୍ସା -->
[[ଟିକା]] ଦେବାଦ୍ୱାରା ହେପାଟାଇଟିସ ଏ, ବି ଓ ଡି ରୋଗମାନଙ୍କର ପ୍ରତିଷେଧ ହୁଏ ।<ref name=WHO2016QA/> କ୍ରନିକ ଭୁତାଣୁ ହେପାଟାଇଟିସ ରୋଗକୁ ଔଷଧ ଦେଇ ଚିକିତ୍ସା କରାଯାଏ ।<ref name=MedLine2016/> ଏନଏଏସଏଚ ରୋଗ ନିମନ୍ତେ କୋଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଶାରୀରିକ ସକ୍ରିୟତା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଓଜନ କମେଇବା ଆଦି ଜୀବନ‌ଚର୍ଯ୍ୟା ଅତି ମହତ୍ତ୍ୱପୁର୍ଣ୍ଣ ହୁଏ ।<ref name=NASH2014/> ଅଟୋଇମ୍ମୁନ ହେପାଟାଇଟିସ ([[:en:Autoimmune hepatitis|Autoimmune hepatitis]]) ରୋଗକୁ ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ ଦେଇ ଚିକିତ୍ସା କରାଯାଏ ।<ref>{{cite web|title=Autoimmune Hepatitis|url=https://www.niddk.nih.gov/health-information/health-topics/liver-disease/autoimmune-hepatitis/Pages/facts.aspx|website=NIDDK|accessdate=10 November 2016|date=March 2014}}</ref> କେତେକ କେଶ୍‌ରେ ଯକୃତ ପ୍ରତିରୋପଣ ([[:en:liver transplant|liver transplant]]) କରାଯାଇପାରେ ।<ref name=Trans2012>{{cite web|title=Liver Transplant|url=https://www.niddk.nih.gov/health-information/health-topics/liver-disease/liver-transplant/Pages/facts.aspx|website=NIDDK|accessdate=10 November 2016|date=April 2012}}</ref>
 
<!-- ଇତିହାସ ଓ ରୋଗାନୁଶୀଳନ -->
ପୃଥିବୀରେ ସନ ୨୦୧୫ରେ ୧୧୪ ନିୟୁତ ଲୋକଙ୍କୁ ହେପାଟାଇଟିସ ଏ, ୩୪୩ ନିୟୁତ ଲୋକଙ୍କୁ ହେପାଟାଇଟିସ ବି ଓ ୧୪୨ ନିୟୁତ ଲୋକଙ୍କୁ କ୍ରନିକ ହେପାଟାଇଟିସ ସି ଆକ୍ରମଣ କରିଥିଲା ।<ref>{{cite journal|title=Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015|journal=The Lancet|date=October 2016|volume=388|issue=10053|pages=1545–1602|doi=10.1016/S0140-6736(16)31678-6|pmid=27733282}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ୧୧ ନିୟୁତ ଲୋକଙ୍କୁ ଏନଏଏସଏଚ ଓ ୫ ନିୟୁତ ଲୋକଙ୍କୁ ଆଲକୋହୋଲିକ ହେପାଟାଇଟିସ ([[:en:alcoholic hepatitis|alcoholic hepatitis]]) ଆକ୍ରମଣ କରିଥିଲା ।<ref name=NASH2014/><ref>{{cite journal|last1=Basra|first1=Sarpreet|title=Definition, epidemiology and magnitude of alcoholic hepatitis|journal=World Journal of Hepatology|date=2011|volume=3|issue=5|pages=108|doi=10.4254/wjh.v3.i5.108|pmid=21731902}}</ref> ଅପ୍ରତ୍ୟକ୍ଷ ଭାବରେ ହେପାଟାଇଟିସ ରୋଗ ଯୋଗୁ ୧ ନିୟୁତ ମୃତ୍ୟୁ ହୁଏ, ସେଥିରୁ ଅଧିକାଂଶ ଯକୃତ କ୍ଷତଦାଗ (scar) ଓ ଯକୃତ କର୍କଟ ରୋଗମାନଙ୍କ ଯୋଗୁ ହୁଏ ।<ref name=NIH2016/><ref>{{cite journal|title=Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015|journal=The Lancet|date=October 2016|volume=388|issue=10053|pages=1459–1544|doi=10.1016/S0140-6736(16)31012-1|pmid=27733281}}</ref> ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫୦୦୦ ଲୋକଙ୍କର ହେପାଟାଇଟିସ ରୋଗ ହେବା ଫଳରେ ୭୫ ଜଣଙ୍କର ମୃତ୍ୟୁ ହୁଏ ।<ref>{{cite web|title=Statistics & Surveillance Division of Viral Hepatitis CDC|url=http://www.cdc.gov/hepatitis/statistics/index.htm|website=CDC|accessdate=10 November 2016}}</ref> ହେପାଟାଇଟିସ ଶବ୍ଦଟି [[ଗ୍ରୀସ]] ଭାଷାରୁ ନିଆଯାଇଛି; [[:en:Ancient Greek|Greek]] ଶବ୍ଦ ''hêpar'' ({{lang|grc|ἧπαρ}}) (ହେପାର), ଅର୍ଥ "liver"/ଯକୃତ, ଓ ''-itis''/ଆଇଟିସ ({{lang|grc|-ῖτις}}) ଅର୍ଥ "inflammation"/ପ୍ରଦାହ ।<ref>{{cite web|url=http://www.etymonline.com/index.php?search=hepatitis&searchmode=none |title=Online Etymology Dictionary |publisher=Etymonline.com |accessdate=2012-08-26}}</ref>
 
== ଆଧାର ==