"ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
 
୨ କ ଧାଡ଼ି:
{{Infobox medical condition (new)
| Name = ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ
| synonyms = ଇଂରାଜୀ ପ୍ରତିଶବ୍ଦ - TCA poisoning, TCA overdose, TCA toxicity
| Image = Amitriptyline.svg
| width = 275px
| Caption = ଆମିଟ୍ରିପ୍ଟିଲିନର ([[:en:amitriptyline|amitriptyline]]) ରାସାୟନିକ ଗଠନ ।
| pronounce =
| field = ଆପତକାଳୀନ ଭେଷଜ ବିଭାଗ ([[:en:emergency medicine|emergency medicine]])
| symptoms = ହାଇପରଥର୍ମିଆ ବା ଅତିରିକ୍ତ ଜ୍ୱର ([[:en:hyperthermia|elevated body temperature]]), largeବିସ୍ଫାରିତ pupilsଆଖି ପିତୁଳା, [[arrhythmia|irregularଅନିୟମିତ heartହୃତ୍ beatସ୍ପନ୍ଦନ]], ବାତ ([[:en:seizures|seizures]])<ref name=Kerr2001/>
| onset = within 6ଘଣ୍ଟା ମଧ୍ୟରେ । hours<ref name=Wo2007/>
| duration =
| causes = accidentalସ୍ୱେଚ୍ଛାକୃତ orବା purposefulଦୁର୍ଘଟଣା ।<ref name=Wo2007/><ref name=Daz2015/>
| risks =
| diagnosis =
| differential =
| prevention =
| treatment = ସାହାଯ୍ୟକାରୀ ଚିକିତ୍ସା ([[:en:supportive treatment|supportive]]), [[ସୋଡ଼ିଅମ ବାଇକାର୍ବୋନେଟ]] ([[:en:sodium bicarbonate|sodium bicarbonate]]), [[ଲିପିଡ ଇମଲସନ]] ([[:en:lipid emulsion|lipid emulsion]])<ref name=Wo2007/>
| medication =
| frequency = relatively commonସାଧାରଣ କେଶ୍ <ref name=Kerr2001/><ref name=Tha2005>{{cite journal |vauthors=Thanacoody H, Thomas S | title = Tricyclic antidepressant poisoning : cardiovascular toxicity | journal = Toxicol Rev | volume = 24 | issue = 3 | pages = 205–14 | year = 2005 | pmid = 16390222 | doi = 10.2165/00139709-200524030-00013}}</ref>
| deaths = 270ଇଂଲଣ୍ଡରେ perବର୍ଷକୁ yearପ୍ରାୟ (UK)୨୭୦ କେଶ୍ ।<ref name=Kerr2001/>
}}
 
<!-- ସଂଜ୍ଞା ଓ ଲକ୍ଷଣ -->
'''ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ''' (ଇଂରାଜୀ ଭାଷାରେ '''Tricyclic antidepressant overdose''') ଏକ ବିଷକ୍ରିୟା [[:en:poisoning|poisoning]] ଯାହା ଅତ୍ୟଧିକ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ([[:en:tricyclic antidepressant|tricyclic antidepressant]] ବା TCA)) ଟାଇପର ଔଷଧ ସେବନ କଲେ ଦେଖାଯାଏ । ଏହାର ଲକ୍ଷଣ: ଅତିରିକ୍ତ [[ଜ୍ୱର]], ଝାପସା ଦୃଷ୍ଟି, ବିସ୍ଫାରିତ ଆଖି ପୁତଳା ([[:en:dilated pupils|dilated pupils]]), ନିଦୁଆ ଭାବ, ଦ୍ୱନ୍ଦ, ବାତ ([[:en:seizures|seizures]]), [[ଟାକିକାର୍ଡ଼ିଆ]] ([[:en:tachycardia|rapid heart rate]]) ଓ [[ହୃଦ୍‌ରୋଧ]] । <ref name=Kerr2001/> ଔଷଧ ସେବନର ୬ଘଣ୍ଟା ମଧ୍ୟରେ କିଛି ଲକ୍ଷଣ ନ ବାହାରିଲେ ତା'ପରେ କିଛି ହେବା ସମ୍ଭାବନା କମ୍ ରହେ । <ref name=Wo2007/>
Line ୩୦ ⟶ ୨୯:
<!-- ଚିକିତ୍ସା -->
ଏହି ବିଷକ୍ରିୟାରେ [[ସକ୍ରିୟ ଚାରକୋଲ]] ([[:en:activated charcoal|activated charcoal]]) ଦେବାକୁ ସୁପାରିସ କରାଯାଏ । <ref name=Kerr2001/> ଲୋକଙ୍କୁ ବାନ୍ତି କରିବାକୁ ପ୍ରବର୍ତ୍ତେଇବା ଆବଶ୍ୟକ ନୁହେଁ । <!-- <ref name=Wo2007/> --> ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ (>୧୦୦ଏମଏସ) ଥିଲେ ସୋଡ଼ିଅମ ବାଇକାର୍ବୋନେଟ ଦିଆଯାଏ । <!-- <ref name=Wo2007/> --> ବାତ ମାରୁଥିଲେ [[ବେଞ୍ଜୋଡାଏଜେପିନ]] ([[:en:benzodiazepines|benzodiazepines]]) ଦିଆଯାଏ । <ref name=Wo2007/> ନିମ୍ନ ରକ୍ତଚାପ ଥିଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ [[ନରଏପିନେଫ୍ରିନ]] [[:en:norepinephrine|norepinephrine]] ଦିଆଯାଏ । <ref name=Kerr2001/> [[ଶିରାଭ୍ୟନ୍ତର ଲିପିଡ ଇମଲସନ]] ([[:en:intravenous lipid emulsion|intravenous lipid emulsion]]) ପରୀକ୍ଷା କରାଯାଇପାରେ । <ref name=Daz2015>{{cite journal|first1=Dazhe|last1=Cao|first2=Kennon|last2=Heard|first3=Mark|last3=Foran|first4=Alex|last4=Koyfman|title=Intravenous lipid emulsion in the emergency department: a systematic review of recent literature|journal=The Journal of Emergency Medicine|date=1 March 2015|issn=0736-4679|pages=387–397|volume=48|issue=3|pmid=25534900|doi=10.1016/j.jemermed.2014.10.009}}</ref>
 
<!-- ରୋଗାନୁଶୀଳନ ଓ ଇତିହାସ -->
ଶତାବ୍ଦୀ ୨୦୦୦ର ପ୍ରଥମ ଭାଗରେ ବିଷକ୍ରିୟା ସମ୍ପନ୍ନ ରୋଗୀଙ୍କ ମଧ୍ୟରେ ସର୍ବାଧିକ ସାଧାରଣ କାରଣ ଟିସିଏ ଥିଲା । <ref name=Kerr2001/> ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୪ ମସିହାରେ ୧୨,୦୦୦ରୁ ଅଧିକ କେଶ ଥିଲେ । <ref name=Wo2007>{{cite journal|first1=Alan D.|last1=Woolf|first2=Andrew R.|last2=Erdman|first3=Lewis S.|last3=Nelson|first4=E. Martin|last4=Caravati|title=Tricyclic antidepressant poisoning: an evidence-based consensus guideline for out-of-hospital management|journal=Clinical Toxicology (Philadelphia, Pa.)|date=1 January 2007|issn=1556-3650|pages=203–233|volume=45|issue=3|pmid=17453872|doi=10.1080/15563650701226192|first5=Daniel J.|last5=Cobaugh|first6=Lisa L.|last6=Booze|first7=Paul M.|last7=Wax|first8=Anthony S.|last8=Manoguerra|first9=Elizabeth J.|last9=Scharman|first10=Kent R.|last10=Olson|first11=Peter A.|last11=Chyka|first12=Gwenn|last12=Christianson|first13=William G.|last13=Troutman|last14=American Association of Poison Control Centers}}</ref> ଏହା ଯୋଗୁ ଇଂଲଣ୍ଡରେ ବର୍ଷକୁ ୨୭୦ ମୃତ୍ୟୁ ହେଉଥିଲା । <!-- <ref name=Kerr2001/> --> ସନ ୧୯୫୯ରେ ପ୍ରଥମେ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ ବିଷୟ ରିପୋର୍ଟ ହୋଇଥିଲା । <ref name=Kerr2001>{{cite journal |vauthors=Kerr G, McGuffie A, Wilkie S | title = Tricyclic antidepressant overdose: a review | journal = Emerg Med J | volume = 18 | issue = 4 | pages = 236–41 | year = 2001 | pmid = 11435353 | doi = 10.1136/emj.18.4.236 | pmc = 1725608}}</ref>
 
== ଆଧାର ==