"ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୭ କ ଧାଡ଼ି:
<!-- କାରଣ ଓ ରୋଗ ନିର୍ଣ୍ଣୟ -->
[[ଆତ୍ମହତ୍ୟା]] ବା ଦୁର୍ଘଟଣା କାରଣରୁ ଟିସିଏ ମାତ୍ରାଧିକ ହୋଇପାରେ । <!-- <ref name=Wo2007/> --> ଟକ୍ସିକ ଡୋଜ ବା ବିଷାକ୍ତ ମାତ୍ରା ନିର୍ଦ୍ଦିଷ୍ଟ ଟିସିଏ ଉପରେ ନିର୍ଭର କରେ । <ref name=Wo2007/> ଡେସିପ୍ରାମିନ ([[:en:desipramine|desipramine]]), ନରଟ୍ରିପ୍ଟିଲିନ [[:en:nortriptyline|nortriptyline]], ଓ ଟ୍ରିମିପ୍ରାମିନ [[:en:trimipramine|trimipramine]] ଔଷଧ ଗୁଡ଼ିକ ୨.୫ ମିଗ୍ରା/କେଜିରୁ କମ ଥିଲେ ବିଷସମ୍ପନ୍ନ ହୁଏ ନାହିଁ, ବାକି ଅଧିକାଂଶ ଔଷଧ ପ୍ରାୟ ୫ମିଗ୍ରା/କେଜିରେ ମଧ୍ୟ ବିଷସମ୍ପନ୍ନ ହୁଏନାହିଁ । <ref>{{cite journal|first1=Tom|last1=Bartram|title=Best BETs from the Manchester Royal Infirmary. Bet 3. Toxic levels of tricyclic drugs in accidental overdose|journal=Emergency medicine journal: EMJ|date=1 March 2008|issn=1472-0213|pages=166–167|volume=25|issue=3|pmid=18299371|doi=10.1136/emj.2007.056788}}</ref><ref name=Wo2007/> ଛୋଟ ପିଲା ଗୋଟିଏ ବା ଦୁଇଟି ବଟିକା ଖାଇଲେ ଘାତକ ହୋଇପାରେ । <ref name=Ros2005>{{cite journal |vauthors=Rosenbaum T, Kou M | title = Are one or two dangerous? Tricyclic antidepressant exposure in toddlers | journal = J Emerg Med | volume = 28 | issue = 2 | pages = 169–74 | year = 2005 | pmid = 15707813 | doi = 10.1016/j.jemermed.2004.08.018}}</ref> କେଶ ଅନୁଶୀଳନ କଲାବେଳେ ମାତ୍ରାଧିକ ହେବା ସମ୍ଭାବନା ଥିଲେ [[ଇସିଜି]] ([[:en:electrocardiogram|electrocardiogram]]) କରିବା ଆବଶ୍ୟକ ।<ref name=Wo2007/>
 
<!-- ଚିକିତ୍ସା -->
ଏହି ବିଷକ୍ରିୟାରେ [[ସକ୍ରିୟ ଚାରକୋଲ]] ([[:en:activated charcoal|activated charcoal]]) ଦେବାକୁ ସୁପାରିସ କରାଯାଏ । <ref name=Kerr2001/> ଲୋକଙ୍କୁ ବାନ୍ତି କରିବାକୁ ପ୍ରବର୍ତ୍ତେଇବା ଆବଶ୍ୟକ ନୁହେଁ । <!-- <ref name=Wo2007/> --> ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ (>୧୦୦ଏମଏସ) ଥିଲେ ସୋଡ଼ିଅମ ବାଇକାର୍ବୋନେଟ ଦିଆଯାଏ । <!-- <ref name=Wo2007/> --> ବାତ ମାରୁଥିଲେ [[ବେଞ୍ଜୋଡାଏଜେପିନ]] ([[:en:benzodiazepines|benzodiazepines]]) ଦିଆଯାଏ । <ref name=Wo2007/> ନିମ୍ନ ରକ୍ତଚାପ ଥିଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ [[ନରଏପିନେଫ୍ରିନ]] [[:en:norepinephrine|norepinephrine]] ଦିଆଯାଏ । <ref name=Kerr2001/> [[ଶିରାଭ୍ୟନ୍ତର ଲିପିଡ ଇମଲସନ]] ([[:en:intravenous lipid emulsion|intravenous lipid emulsion]]) ପରୀକ୍ଷା କରାଯାଇପାରେ । <ref name=Daz2015>{{cite journal|first1=Dazhe|last1=Cao|first2=Kennon|last2=Heard|first3=Mark|last3=Foran|first4=Alex|last4=Koyfman|title=Intravenous lipid emulsion in the emergency department: a systematic review of recent literature|journal=The Journal of Emergency Medicine|date=1 March 2015|issn=0736-4679|pages=387–397|volume=48|issue=3|pmid=25534900|doi=10.1016/j.jemermed.2014.10.009}}</ref>
 
== ଆଧାର ==