"ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଔଷଧ using HotCat
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Tricyclic anti-depressant overdose}}
{{Infobox medical condition (new)
| Name = ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ
| Name = Tricyclic anti-depressant overdose
| synonyms = TCA poisoning, TCA overdose, TCA toxicity
| Image = Amitriptyline.svg
| width = 275px
| Caption = Chemical structure of the tricyclic antidepressantଆମିଟ୍ରିପ୍ଟିଲିନର ([[:en:amitriptyline|amitriptyline]] ରାସାୟନିକ ଗଠନ ।
| pronounce =
| field = [[emergency medicine]]
୨୪ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
'''ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ''' (ଇଂରାଜୀ ଭାଷାରେ '''Tricyclic antidepressant overdose''') ଏକ ବିଷକ୍ରିୟା [[:en:poisoning|poisoning]] ଯାହା ଅତ୍ୟଧିକ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ([[:en:tricyclic antidepressant|tricyclic antidepressant]] ବା TCA)) ଟାଇପର ଔଷଧ ସେବନ କଲେ ଦେଖାଯାଏ । ଏହାର ଲକ୍ଷଣ: ଅତିରିକ୍ତ [[ଜ୍ୱର]], ଝାପସା ଦୃଷ୍ଟି, ବିସ୍ଫାରିତ ଆଖି ପୁତଳା ([[:en:dilated pupils|dilated pupils]]), ନିଦୁଆ ଭାବ, ଦ୍ୱନ୍ଦ, ବାତ ([[:en:seizures|seizures]]), [[ଟାକିକାର୍ଡ଼ିଆ]] ([[:en:tachycardia|rapid heart rate]]) ଓ [[ହୃଦ୍‌ରୋଧ]] । <ref name=Kerr2001/> ଔଷଧ ସେବନର ୬ଘଣ୍ଟା ମଧ୍ୟରେ କିଛି ଲକ୍ଷଣ ନ ବାହାରିଲେ ତା'ପରେ କିଛି ହେବା ସମ୍ଭାବନା କମ୍ ରହେ । <ref name=Wo2007/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
[[ଆତ୍ମହତ୍ୟା]] ବା ଦୁର୍ଘଟଣା କାରଣରୁ ଟିସିଏ ମାତ୍ରାଧିକ ହୋଇପାରେ । <!-- <ref name=Wo2007/> --> ଟକ୍ସିକ ଡୋଜ ବା ବିଷାକ୍ତ ମାତ୍ରା ନିର୍ଦ୍ଦିଷ୍ଟ ଟିସିଏ ଉପରେ ନିର୍ଭର କରେ । <ref name=Wo2007/> ଡେସିପ୍ରାମିନ ([[:en:desipramine|desipramine]]), ନରଟ୍ରିପ୍ଟିଲିନ [[:en:nortriptyline|nortriptyline]], ଓ ଟ୍ରିମିପ୍ରାମିନ [[:en:trimipramine|trimipramine]] ଔଷଧ ଗୁଡ଼ିକ ୨.୫ ମିଗ୍ରା/କେଜିରୁ କମ ଥିଲେ ବିଷସମ୍ପନ୍ନ ହୁଏ ନାହିଁ, ବାକି ଅଧିକାଂଶ ଔଷଧ ପ୍ରାୟ ୫ମିଗ୍ରା/କେଜିରେ ମଧ୍ୟ ବିଷସମ୍ପନ୍ନ ହୁଏନାହିଁ । <ref>{{cite journal|first1=Tom|last1=Bartram|title=Best BETs from the Manchester Royal Infirmary. Bet 3. Toxic levels of tricyclic drugs in accidental overdose|journal=Emergency medicine journal: EMJ|date=1 March 2008|issn=1472-0213|pages=166–167|volume=25|issue=3|pmid=18299371|doi=10.1136/emj.2007.056788}}</ref><ref name=Wo2007/> ଛୋଟ ପିଲା ଗୋଟିଏ ବା ଦୁଇଟି ବଟିକା ଖାଇଲେ ଘାତକ ହୋଇପାରେ । <ref name=Ros2005>{{cite journal |vauthors=Rosenbaum T, Kou M | title = Are one or two dangerous? Tricyclic antidepressant exposure in toddlers | journal = J Emerg Med | volume = 28 | issue = 2 | pages = 169–74 | year = 2005 | pmid = 15707813 | doi = 10.1016/j.jemermed.2004.08.018}}</ref> କେଶ ଅନୁଶୀଳନ କଲାବେଳେ ମାତ୍ରାଧିକ ହେବା ସମ୍ଭାବନା ଥିଲେ [[ଇସିଜି]] ([[:en:electrocardiogram|electrocardiogram]]) କରିବା ଆବଶ୍ୟକ ।<ref name=Wo2007/>
 
== ଆଧାର ==